December 20, 2025
Home » ଟ୍ରାନ୍ସ ଫର୍ମର ଚୋର ଗିରଫ

ଟ୍ରାନ୍ସ ଫର୍ମର ଚୋର ଗିରଫ

0
WhatsApp Image 2024-12-19 at 7.28.15 AM

ତିର୍ତୋଲ । ୧୮/୧୨ତିର୍ତୋଲ, କୁଜଙ୍ଗ, ଏରସମା ଅଞ୍ଚଳ ରେ ବିଭିର୍ଣ୍ଣ ସ୍ଥାନରୁ ବିଦୂତ ଟ୍ରାନ୍ସଫର ଚୋରି ହେବାର ଅଭିଯୋଗ ଆସୁଥିଲା ହେଲେ ଚୋର ଧରାପଡ଼ୁ ନଥିଲା, ଗତକାଲି ତିର୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ ପଂଚାୟତ ରୁ ରାତିରେ ଚୋର ଟ୍ରାନ୍ସଫର ଚୋରି କରୁଥିବା ସମୟରେ ଗାଁ ଲୋକ ମାନେ ଚୋରକୁ ଧରି ତିର୍ତୋଲ ପୁଲିସି କୁ ଦେଇଛନ୍ତି, ପୁଲିସି ସୂତ୍ରରୁ ମିଳିଥିବା ଖବର ଅନୁଯାଇ ଇବିରିସିଂ ପଂଚାୟତ ର ନରୁଆ ଗ୍ରାମର ଗଗନଦାସ ଓ ତାର ସ୍ତ୍ରୀ ଶୁଭଦ୍ରା ଦାସ ପଣ୍ଡୁଆ ପଂଚାୟତ ର ଗୌଡ଼ସାହି ଗ୍ରାମ ରୁ ରାତି 2,45ମିନିଟି ସମୟରେ ଟ୍ରାନ୍ସଫର ଚୋରି କରୁଥିବା ସମୟରେ ଧାରା ପଡି ଗିରଫ ହୋଇ ଛନ୍ତି, ତିର୍ତୋଲ ପୁଲିସି ସେମାନଙ୍କୁ ଡାକ୍ତରୀ ମାଇନ ପରେ କୋଟ ଚାଲାଣ କରିଛି l

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *