November 22, 2026

EPA editor

ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଛାତ୍ରୀନିବାସ ଖାଦ୍ୟରୁ ବାହାରିଲା ବଡ଼ ପୋକର ଲାର୍ଭା।

  ଖାଦ୍ୟର ମାନ ଯାଞ୍ଚ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟା ପାଇଁ ବିଜେଡିର ଦାବି.... ଭବାନୀପାଟଣା:(ବିଦ୍ୟାଧର ସାହୁଙ୍କ ରିପୋର୍ଟ) ମାଁ ମାଣିକେଶ୍ୱରୀ...

ପିଏମ୍‌ ଆବାସ ଯୋଜନାର ଟଙ୍କା ମୁକୁଳାଇବାକୁ ୭ ହଜାର ଲାଞ୍ଚ।

  ଧର୍ମଗଡ଼: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ)ର ବକେୟା ଅର୍ଥ ମୁକୁଳାଇବା ପାଇଁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବାବେଳେ ଓଡ଼ିଶା...

ଶିକ୍ଷୟିତ୍ରୀଙ୍କୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା : ଭାବବିହ୍ୱଳ ହେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ

ବରଗଡ଼/ବିଜେପୁର : ଜଣେ ଶିକ୍ଷୟତ୍ରୀ ବିଦ୍ୟାଳୟରୁ ବିଦାୟ ନେଇ ଯାଇଛନ୍ତି ସତ। ହେଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ହୃଦୟରେ ଛାଡ଼ି ଯାଇଥିବା ଅଭୁଲା ସ୍ମୃତିର ନିଦର୍ଶନ ପ୍ରତ୍ୟକ୍ଷଦର୍ଶୀଙ୍କୁ...

ଜାତୀୟ ସ୍ତରୀୟ ସତରଞ୍ଜ ଖେଳିବାକୁ ମନୋନୀତ ହେଲେ ବିଶ୍ଵ ରଞ୍ଜନ

  ଭୁବନେଶ୍ୱର:(ବିରଞ୍ଚି ନାରାୟଣ ପତ୍ରୀ)ବୈତରଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ ଶ୍ରେଣୀ ଛାତ୍ର ବିଶ୍ଵ ରଞ୍ଜନ ପତ୍ରୀ, ଆଗାମୀ ଡିସେମ୍ବର ମାସରେ ରାଜସ୍ଥାନରେ ହେବାକୁ ଯାଉଥିବା ଜାତୀୟ...

ବାତ୍ୟା ଅକଭାନ ପ୍ରଭାବ ରେ ପ୍ରବଳ ବର୍ଷା

ପୋଲସରା ଅଞ୍ଚଳରେ ହଜାର ହଜାର ଏକର ଜମି ଜଳମଗ୍ନ ।   ପୋଲସରା:ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଅକଭାନ ପ୍ରଭାବ ରେ ଗତକାଲି ଠାରୁ ବର୍ଷା...

ଆଜି ପଞ୍ଚୁକ ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶ

ଲକ୍ଷ୍ମୀନାରାୟଣ ବେଶ- ଆଜି ଠାରୁ ଶ୍ରୀମନ୍ଦିର ରେ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଶ୍ରୀମନ୍ଦିର ଚଳଚଞ୍ଚଳ। ଆଜି ପଞ୍ଚୁକ ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶ ରେ...

ବେସାହାରା ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ନିଜ ଘରକୁ କାନ୍ଧରେ ଟେକି ନେଲେ ଆଶା ଦିଦି

ବାତ୍ୟା ଅକଓ୍ବାନ ଭିତରେ ଦେଖିବାକୁ ମିଳିଛି ମାନବିକତାର ସୁନ୍ଦର ଦୃଶ୍ୟ। ବେସାହାରା ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ନିଜ ଘରକୁ କାନ୍ଧରେ ଟେକି ନେଲେ ଆଶା ଦିଦି। ପୁରୀ...

‘ଶୂନ୍ୟ ମୃତାହତ’ ଲକ୍ଷ୍ୟରେ ସକ୍ରିୟ ସରକାର ଓ ସଜାଗ ପ୍ରଶାସନ

  ପୁରୀ ରେ ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ଏବଂ ପ୍ରତ୍ୟେକ ଜୀବନକୁ ସୁରକ୍ଷିତ ରଖି ‘ଶୂନ୍ୟ ମୃତାହତ’ (Zero Casualty) ଲକ୍ଷ୍ୟ ହାସଲ କରିବା ପାଇଁ...

ଟ୍ରକ ଧକ୍କାରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ : ସରକାରୀ ସହାୟତା ପାଇଁ ଦାବି l

ସୁବର୍ଣପୁର --- ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଲି ଫାଣ୍ଡି ଅନ୍ତର୍ଗତ ଘୋଡାଧାର ସ୍କୁଲ ସମ୍ମୁଖରେ ଶୁକ୍ରବାର ଦିନ ପ୍ରାୟ 10..30 ମିନିଟ ସମୟରେ ଦ୍ରୁତଗାମୀ ଟ୍ରକ...

ବୌଦ୍ଧରେ ମାନବ ଚାଲାଣ ରୋକିବା ନେଇ ଜିଲ୍ଲାସ୍ତରୀୟ ସଚେତନତା ଓ ପ୍ରଶିକ୍ଷଣ ବୈଠକ

ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହଠାରେ ମାନବ ଚାଲାଣ (Anti-Human Trafficking) ରୋକିବା ନିମନ୍ତେ ଜିଲ୍ଲାସ୍ତରୀୟ ସଚେତନତା ଓ ପ୍ରଶିକ୍ଷଣ ବୈଠକ...