April 5, 2026
Home » Archives for EPA editor » Page 537

EPA editor

ଦୀର୍ଘ ୭ବର୍ଷ ବିବାଦ ର ସମାଧାନ ବଡଘୁମେର ପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ।

ଧର୍ମଗଡ ବ୍ଲକ ବଡଘୁମେର ଠାରେ ବହୁ ପ୍ରତିକ୍ଷିତ ନୂତନ ଗ୍ରାମପଞ୍ଚାୟତ ଗୄହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ । ଏହି...

ବୃନ୍ଦାବନ ମହୋତ୍ସବ : ହେମାମାଳିନୀଙ୍କ ଭାରତନାଟ୍ୟମ୍ ନୃତ୍ୟରେ ଦର୍ଶକ ବିମୋହିତ

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଓ ଜୟଦେବଙ୍କ ଗୀତଗୋବିନ୍ଦ ଉପରେ ପର୍ଯ୍ୟବେସିତ ହେମାଙ୍କ ନୃତ୍ୟ ରହିଥିଲା ଆଜିର ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଗଣେଶ ଆରଧନା, ଲକ୍ଷ୍ମୀସ୍ତୁତି ଓ...

ଅନ୍ୟ ଜାତିରେ ବାହା ହୋଇ ପ୍ରଦୀପ ମାଝୀ ଓ ତାଙ୍କ ପରିବାରକୁ ୧୨ବର୍ଷ ପର୍ଯ୍ୟନ୍ତ ସାମାଜିକ ବାସନ୍ଦ କଲା ଭତ୍ରା ସମାଜ

ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ (୪୮)ଚଳିତ ମାସ ୧୨/୦୩/୨୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ସଙ୍ଗତା ସାହୁ ନାମକ ଯୁବତୀ ସହ ଗୋଆରେ ଥିବା ପଞ୍ଜିମ କେଡିନା ହାଉସ୍‌ରେ...

ଚୋରାଚାଲାଣ ୬୬୦ କେଜି ଗଞ୍ଜେଇ (୬୬ ଲକ୍ଷ ଟଙ୍କାର) ଜବତ ସହ ଗୁଳିଭରା ପିସ୍ତଲ ଜବତ କରି ଅଭିଯୁକ୍ତ ୬ଜଣ ଗିରଫ କରିଛି ରାୟଗଡ଼ା ପୋଲିସ

.... ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ କୁମାରଙ୍କ ନିର୍ଦେଶକ୍ରମ‌େ ରାୟଗଡ଼ା ଥାନା ଅଧିକାରୀ କେକେବିକେ କହଁରଙ୍କ ନେତୃତ୍ବରେ...

କୋରାପୁଟ ସାଂସଦଙ୍କ ବାସଭବନରେ “ହୋଲି ଭେଟ ଘାଟ” କାର୍ଯ୍ୟକ୍ରମ ଅନୁଷ୍ଠିତ

ହୋଲି ପର୍ବ ହେଉଛି ମନ୍ଦ ଉପରେ ଭଲର ବିଜୟ ଯାହା ଆମ ଦେଶରେ ଅନ୍ୟତମ ପ୍ରସିଦ୍ଧ ହିନ୍ଦୁ ପର୍ବର ପ୍ରତୀକ । ହୋଲି ଦେଶର ସବୁଠାରୁ ରଙ୍ଗୀନ...

ଅସୁସ୍ଥ ୧୦ ଦିନର ଶିଶୁପୁତ୍ରକୁ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବା ଅଭିଯୋଗରେ ଶିଶୁପୁତ୍ରର ଜେଜେମାଙ୍କୁ ଜେଲ ହାଜତକୁ ପଠାଇଲା ନବରଙ୍ଗପୁର ପୋଲିସ

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ଫୁଣ୍ଡେଲପଡା ଗ୍ରାମର ୧୦ ଦିନର ଶିଶୁପୁତ୍ରର ମୁଣ୍ଡ ଏବଂ ପେଟରେ ଗରମ ଲୁହା କଣ୍ଟାରେ ୪୦ରୁ ଊର୍ଦ୍ଧ୍ବ ଚେଙ୍କ ଦେବା...

ଇସ୍କନ ରାୟଗଡ଼ା (ଇନ୍ଦିରା ନଗର) ଦ୍ବାରା ପବିତ୍ର ଗୌରପୂର୍ଣିମା ମହୋତ୍ସବ ୨୦୨୫ ପାଳିତ

ପବିତ୍ର ଗୌରପୂର୍ଣିମା ମହୋତ୍ସବ ୨୦୨୫ ପାଳନ ଅବସରରେ ଇସ୍କନ ରାୟଗଡ଼ା (ଇନ୍ଦିରା ନଗର) ୫ମ ଲାଇନ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମାନ ଗୌରଙ୍ଗା...

ବେକରେ ଓଢଣୀ ଲଗାଇ ପ୍ରେମୀଯୁଗଳ ଆତ୍ମହତ୍ୟା

ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚିତାବେଡ଼ା ପଞ୍ଚାୟତର ସିଉନାଗୁଡ଼ା ଗ୍ରାମ ନିକଟସ୍ଥ ଏକ କାଜୁବଗିଚାରେ ଶିଉନାଗୁଡା ଗ୍ରାମର ଭଗବାନ ଗୌଡ଼(୧୯) ଓ ଭାଳିଆଗୁଡା ଗ୍ରାମର ସବିତା ଭତ୍ରା(୨୧)...

ପର୍ଯ୍ୟଟକଙ୍କ ନାଗାବଳୀ ନଦୀରେ ବୁଡିଯାଇ ମୃତ୍ୟୁ

ବର୍ତମାନ ପର୍ଯ୍ୟନ୍ତ ନାଗାବଳୀ ନଦୀରେ ବୁଡି ୨୦ ରୁ ଅଧିକ ପର୍ଯ୍ୟଟକଙ୍କ ମୃତ୍ୟୁ * ରାୟଗଡ଼ା ସହର ନିକଟସ୍ଥ ଝୁଲା ପୋଲ ବୁଲିବାକୁ ଆସି ପୁଣି ଜଣଙ୍କ...

ଗ୍ରୀଷ୍ମ ପ୍ରବାହ ପାନୀୟଜଳ ଅଂଶୁଘାତ ସମସ୍ୟା ଓ ତାହାର ସଫଳ ମୁକାବଲା ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ

ନବରଙ୍ଗପୁର ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ୧୩.୩.୨୦୨୫ ତାରିଖ ଆଜି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ...