ସୋନପୁର ରୁ ରାଜଧାନୀ ସାଇକେଲ ଯାତ୍ରା :ସୋନପୁର ମହାବିଦ୍ୟାଳୟ ର ସରକାରୀ ମାନ୍ୟତା ଓ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ଶ୍ରୀକାନ୍ତ l
ସୁବର୍ଣ୍ଣପୁର ---ପ୍ରାକ୍ ସ୍ବାଧୀନତା କାଳରୁ ସୋନପୁର ଗଡ଼ଜାତ ଶିକ୍ଷା, ସଂସ୍କୃତି ଏବଂ କଳା କ୍ଷେତ୍ରରେ ସୋନପୁର ପାର୍ଶ୍ଵବର୍ତ୍ତୀ ଅନ୍ୟ ଗଡ଼ଜାତ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା।ସୋନପୂରରେ ୧୯୦୩...
