April 3, 2026
Home » Archives for EPA editor » Page 592

EPA editor

ପ୍ରସିଦ୍ଧ ମାଘ ମେଳା : ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଖଲିଆପାଲି ର ସନ୍ଥକବିଙ୍କ ଭୀମଭୋଇ ଙ୍କ ସମାଧିପୀଠରେ ମାଘମେଳା

ସୁବର୍ଣ୍ଣପୁର: ପ୍ରତ୍ୟେକବର୍ଷ ଭଳି ଚଳିତବର୍ଷ ମଧ୍ୟ ସନ୍ଥକବି ଭୀମଭୋଇଙ୍କ ସାଧାନା, ସିଦ୍ଧି ଓ ସମାଧିପୀଠ ଖଲିଆପାଲି ଠାରେ ପବିତ୍ର ମାଘ ମେଳା ଅନୁଷ୍ଠିତ ହେବାକୁ ଯାଉଛି ।...

ରାଜ୍ୟସ୍ତରୀୟ ଶ୍ରମିକ ନେତା ଠକେଇ ମାମଲାରେ ଗିରଫ

କେନ୍ଦୁଝର,ତା୯/୨- କେନ୍ଦୁଝର ଜିଲ୍ଲାରେ ଦକ୍ଷିଣପନ୍ଥୀ ଶ୍ରମିକ ସଂଗଠନରେ ତୃଣମୂଳ ସ୍ତରରୁ ଡାକ୍ତର ମହାନ୍ତ ଜଡ଼ିତ ହୋଇ ଏବେ ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ରୂପେ କାର୍ଯ୍ୟ...

୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ବିଲରେ ଲାଗିଲା ନିଆଁ।

କେନ୍ଦୁଝର: ପାଟଣା ବ୍ଲକ ଅନ୍ତର୍ଗତ ସରାସକେଲା ପଞ୍ଚାୟତର ଘୁଟୁମୁହିଁ ସାହିରେ ଗୋଟେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ବ୍ୟାପକ ଅଞ୍ଚଳରେ ନିଆଁ ଲାଗି ଯାଇଥିବା ଖବର...

ଓଡ଼ିଶା-ଜାପାନ ସାଂସ୍କୃତିକ ବିଚିତ୍ରାରେ ମୁଗ୍ଧ ଦର୍ଶକ

ପୁରୀ : ଓଡିଶା ଓ ଜାପାନୀ କଳାକାରଙ୍କ ସାଂସ୍କୃତିକ ବିଚିତ୍ରା ଓ ବିବିଧତାରେ ମନ୍ତ୍ର ମୁଗ୍ଧ ହୋଇଉଠିଥିଲେ ଦର୍ଶକ। ସମଗ୍ର ତାଳବଣିଆ ରେ ଗୁଞ୍ଜୁରି ଉଠିଥିଲା ତୁହାକୁ...

ଭାର୍ଗବୀ ଉଚ୍ଚ ବିଦ୍ୟାଳୟ ର ହୀରକ ଜୟନ୍ତୀ ରାଜ୍ୟପାଳଙ୍କ ଦ୍ଵାରା ଉଦଘାଟିତ

ଛାତ୍ରଛାତ୍ରୀ ମାନେ ଦେଶ ନିର୍ମାଣ ର ଧାରକ ସାଜନ୍ତୁ। ଶିକ୍ଷା ପ୍ରଗତିଶୀଳ ସମାଜର ଭିତ୍ତିଭୂମି : ରାଜ୍ୟପାଳ। ପୁରୀ : ଛାତ୍ରଛାତ୍ରୀ ମାନେ ବଡ ସ୍ବପ୍ନ ଦେଖିବା...

ବହୁ ପ୍ରତିକ୍ଷିତ “ପରୀକ୍ଷା ପେ ଚର୍ଚ୍ଚା” କାର୍ଯ୍ୟକ୍ରମ ଆୟୋଜିତ

ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ବହୁ ପ୍ରତିକ୍ଷିତ "ପରୀକ୍ଷା ପେ ଚର୍ଚ୍ଚା" କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ...

ବାରବାଟୀ ଷ୍ଟାଡିଅମରେ ଓରମାସ କଟକ ପକ୍ଷରୁ ଗ୍ରାମୀଣ ଜାତୀୟ ଉତ୍ପାଦକୁ ନେଇ କ୍ଷୁଦ୍ର ପ୍ରଦର୍ଶନୀ ଆୟୋଜିତ

କଟକ: ଗ୍ରାମୀଣ କରିଗରମାନଙ୍କୁ ଉତ୍ସାହିତ କରିବା ତଥା ଦର୍ଶକ ମାନଙ୍କୁ ଆକର୍ଷିତ କରିବା ନିମନ୍ତେ ପ୍ରଥମ ଥର ପାଇଁ ଓରମାସ କଟକ ପକ୍ଷରୁ ବାରବାଟୀ ଷ୍ଟାଡିଅମରେ ଦ୍ବିତୀୟ...

ମହର୍ଷି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ମହର୍ଷି ପବ୍ଲିକ ସ୍କୁଲର ୨୦ ତମ ବାର୍ଷିକୋତ୍ସବ ମିରର-୩ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ ହୋଇଯାଇଛି। ଏହି ବାର୍ଷିକଉତ୍ସବରେ ସମ୍ମାନୀୟ ଅତିଥି ଭାବରେ ଶ୍ରୀଯୁକ୍ତ...

ନବ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ନିଯୁକ୍ତି ପ୍ରବେଶ ପ୍ରଶିକ୍ଷଣର ଶୁଭାରମ୍ଭ

ଅନ୍ତର୍ଭୁକ୍ତିକରଣ, ନାଗରିକଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ସୁଶାସନ ସଂପର୍କିତ ପ୍ରଶିକ୍ଷଣକୁ ଗୁରୁତ୍ୱ ଭୁବନେଶ୍ୱର: ନବ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା (ପ୍ରତ୍ୟକ୍ଷ ନିଯୁକ୍ତି-୨୦୨୨) ଓ ପଦୋନ୍ନତି ନିଯୁକ୍ତି...

ବରିଷ୍ଠ ସାମ୍ବାଦିକ ସୁଧିର ଦାଶ ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପାରାଦୀପ - ପାରାଦୀପ ର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ସୁଧିର ରଞ୍ଜନ ଦାଶ ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପୋର୍ଟ କ୍ଲବ ପରିସରରେ ବୁଧବାର...