୨୩ତମ ସିନିଅର ଅନ୍ତଃ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପିତ – ପୁରୁଷ ବର୍ଗରେ ଭୁବନେଶ୍ୱର କିସ ଓ ମହିଳା ବର୍ଗରେ କଟକ ଚମ୍ପିୟାନ
ପୁରୀ : ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନ ତରଫରୁ ୨୩ତମ ସିନିଅର ଅନ୍ତଃ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି। ଏହି ଚମ୍ପିୟାନସିପରେ ପୁରୁଷ ବିଭାଗରେ ଭୁବନେଶ୍ୱର...
