September 2, 2026
Home » Archives for EPA editor » Page 657

EPA editor

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି ।।

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଜଣେ ଦକ୍ଷ ଅନୁଭୂତି ସମ୍ପନ୍ନ ବ୍ୟକ୍ତିତ୍ଵ ଭାବେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରାଧାକନ୍ତ ନାୟକ ବେଶ୍ ପରିଚୟ...

ନନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା l

ସୁବର୍ଣ୍ଣପୁର---: ଗୁରୁବାର ଦିନ ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ପକ୍ଷରୁ ଡୁଙ୍ଗୁରିପାଲି ବ୍ଲକ୍ ଅଞ୍ଚଳ ର ଚାଷୀ ମାନଙ୍କର ଏକ ପ୍ରତନିଧି ଦଳ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ...

ଅପରେସନ ସିନ୍ଦୂର ର ସଫଳତା ପରେ ଦିବ୍ୟ ଉର୍ଜା ଯୋଗ ସମିତି ପକ୍ଷରୁ ବିଜୟ ଶୋଭାଯାତ୍ରା l

ସୁବର୍ଣ୍ଣପୁର--- ଗତ କାଲି ରାତି ରେ ଜାତି ସଂଘ ଆଇନ୍ ବିରୋଧୀ ତଥା ଆତଙ୍କି ଦେଶ ପାକିସ୍ତାନ ଉପରେ ଭାରତୀୟ ବୀର ବାୟୁ ସେନାର ଅପରେସନ ସିନ୍ଦୂର...

୮ ଚୋରୀ ବାଇକ ଜବତ : ୩ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର -- ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସକୁ ବଡ଼ ସଫଳତା ମିଳିଛି l ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୮ଟି ବାଇକ୍ , ୨ଟି ମୋବାଇଲ୍ ଜବତ...

ନର୍ସମାନଙ୍କ ସେବା ଯୋଗୁ ହିଁ ରୋଗୀ ସୁସ୍ଥ ହୋଇଥାନ୍ତି : ପଦ୍ମଶ୍ରୀ ପ୍ରଫେସର ଅଶୋକ ମହାପାତ୍ର

ଭୁବନେଶ୍ୱର, ମଇ ୫: ଡାକ୍ତରମାନେ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ସେମାନଙ୍କର ସେବା ଓ ଯତ୍ନ ସେବିକାମାନେ ହିଁ କରିଥାନ୍ତି। ସେମାନେ ରୋଗୀଙ୍କ ପାଖରେ ଦିନରାତି ରହି...

ସୋଆରେ ଏ.ଆଇ. ସମ୍ପର୍କିତ ଭବିଷ୍ୟତ ରୂପରେଖ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର, ମଇ ୬: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ଦ୍ୱାରା ପ୍ରବର୍ତିତ ପ୍ରଯୁକ୍ତି ପରିପ୍ରେକ୍ଷୀରେ ଆଗାମୀ ପୀଢ଼ିର ମ୍ୟାନେଜରମାନଙ୍କୁ କିପରି ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ ସେ ବିଷୟରେ...

ସମ୍ ଫୁଲନଖରା ଠାରେ ୧୦ମ ରାଜ୍ୟସ୍ତରୀୟ ସୋମି ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, ମଇ ୬: ଫୁଲନଖରା ଠାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ - ୨ ଓ ସୋସାଇଟି ଅଫ୍ ମିଡୱାଇଭସ୍ ଇଣ୍ଡିଆ...

ସମ୍ଭାବ୍ୟ ଯୁଦ୍ଧ ପରି ପରିସ୍ଥିତି ର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଙ୍କ ସାମ୍ବାଦିକ ସମ୍ମିଳନୀ

ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ର ମୁକାବିଲା ନିମନ୍ତେ ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ...

ଜଙ୍ଗଲରୁ ଉଦ୍ଧାର ହୋଇଥିବା ଚାରିଟି ଏଲଇଡି ବୋମାକୁ ରାୟାଗଡା ପୋଲିସ ଦ୍ବାରା ନିଷ୍କ୍ରିୟ

ରାୟଗଡ ପୋଲିସ ୫/୫/୨୫ ତାରିଖ ଦିନ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲା। ଏନେଇ ରାୟଗଡ ଜିଲ୍ଲା ଏସପି ସ୍ୱାଥି ଏସ କୁମାର ଆଇପିଏସ୍ ଏକ ଭିଡିଓ ବାର୍ତ୍ତା...

ପୂର୍ଣ୍ୟାତ୍ମ ମହିୟସୀ ଫ୍ଲୋରେନ୍ସ ନାଇଟିଙ୍ଗେଲ ଙ୍କର 205 ତମ ଜନ୍ମ ସପ୍ତାହ

ପୂର୍ଣ୍ୟାତ୍ମ ମହିୟସୀ ଫ୍ଲୋରେନ୍ସ ନାଇଟିଙ୍ଗେଲ ଙ୍କର 205 ତମ ଜନ୍ମ ସପ୍ତାହ ଏବଂ ବାଳିଗୁଆଲି,ପୁରୀ ସ୍ଥିତ ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନଷ୍ଟିଚୁସନର ବାର୍ଷିକ ଉତ୍ସଵ ଅନୁଷ୍ଠିତ...