March 24, 2026
Home » Archives for EPA editor » Page 726

EPA editor

ରାମେଶ୍ଵରମ ତୀର୍ଥ ଯାତ୍ରାରେ ଯାଇଥିବା ସମୟରେ ଏକ ଟ୍ରକ ପଛରେ ପିଟି ହୋଇ ବୋଲେର ଦୁର୍ଘଟଣାଗ୍ରସ୍ତ … “ଚାରି ସାମ୍ବାଦିକ ଗୁରୁତର”

ତୀର୍ଥଯାତ୍ରାରେ ତାମିଲନାଡୁର ରାମେଶ୍ୱର ଦର୍ଶନ ପାଇଁ ଯାଉଥିବା ସମୟରେ ମର୍ମନ୍ତକ ସଡ଼କ ଦୁର୍ଘଟଣା ଘଟିଛି। ଉକ୍ତ ଘଟଣାରେ ଚାରିଜଣ ଯାତ୍ରୀ ଥିବା ବେଳେ ସମସ୍ତଙ୍କୁ ଆଘାତ ହୋଇଛନ୍ତି...

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା

ଚଳିତ ବର୍ଷ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା -୨୦୨୨ରେ ମାଲକାନଗିରି ଜିଲ୍ଲାରୁ ଛଅ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ...

ଅଦ୍ଵିକା ବୈଠକକୁ ପ୍ରତି ଶନିବାର ଦିନ ଜିଲ୍ଲା ସ୍ତରରୁ ତଦାରଖ କରାଯିବ : ରାୟଗଡ଼ ଜିଲ୍ଲାପାଳ

ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ୦୫/୧୧/୨୪ ତାରିଖରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ...

ଜିଲ୍ଲାସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ (ଏଲଏଲଆଇଏନ) ବଣ୍ଟନର ଶୁଭାରମ୍ଭ

ମାଲକାନଗିରି ଜିଲ୍ଲାସ୍ତରୀୟ ଦୀର୍ଘସ୍ଥାୟୀ କୀଟନାଶକ ଔପଚାରିତ ମଶାରୀ ବଣ୍ଟନ ତା :୦୭/୧୧/୨୪ ରିଖରେ ମାଲକାନଗିରି ବ୍ଳକସ୍ଥିତ ଗୌଡ଼ଗୁଡା ଗ୍ରାମ ଠାରେ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି...

ରାୟଗଡାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ ଉଦଯାପିତ

ରାୟଗଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯକ୍ରମ ଗୁରୁବାର ତା:୦୭/୧୧/୨୪ ରିଖ ସକାଳ ୦୯.୩୦ ସମୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ଉଦଘାଟନ ହୋଇଯାଇଅଛି।...

ବାରହା ଫାଶ ରେ କଲରାପତରିଆ ବାଘ ।

ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅସନବାହାଳି ଫରେଷ୍ଟ ସେକ୍ସନ ରେ ବାରହା ଫାଶ ରେ ବାଘ l ଟ୍ରାଙ୍କୁଲାଇଜ କରାଯିବା ପରେ ବାଘକୁ ଉଦ୍ଧାର କଲା ବନବିଭାଗ...

କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି ଓ କଳା ଉତ୍ସବ- ୨୦୨୪ ଅନୁଷ୍ଠିତ ‘ପ୍ରତିଭାର ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଟ ମଞ୍ଚ’

ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ବଦ୍ଧପରିକର ହେବା ଆବଶ୍ୟକ। ଏଥିପାଇଁ କେବଳ ଶିକ୍ଷକ ନୁହନ୍ତି, ବରଂ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ପ୍ରତ୍ୟେକଟି ବ୍ୟକ୍ତି...

ସାହାଜଖୋଲ ଜଙ୍ଗଲ ସୁରକ୍ଷା ଦାବି ରେ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଆମପାଣି ଠାରେ ଜାତୀୟ ରାଜପଥ ଅବରୋଧ ଓ ଫରେଷ୍ଟ ଅଫିସ ରେ ତାଲା।

"ଜାନ ଯାଉ ଜୀବନ ଯାଉ ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ" ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ କୋକସରା ବ୍ଲକ...

ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଅତ୍ୟାଧୁନିକ ଭଲଭୋ ବସ୍ ଚଳାଚଳ ଶୁଭାରମ୍ଭ କଲେ ଜିଲ୍ଲାପାଳ। ଧର୍ମଗଡ ଭାୟା ଦେଇ ବସ ଚାଲିଲେ ଅଞ୍ଚଳ ବାସି ଉପକୃତ ହେବେ…

କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ କରକମଳରେ ଆଜି ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି ଅତ୍ୟାଧୁନିକ...

ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ପ୍ରଚାର ପ୍ରସାର ଅଭାବ ରୁ ଯନ୍ତ୍ରପାତି ଷ୍ଟଲ୍ ଫାଙ୍କା…..

ରାଜ୍ୟସରକାର କୃଷି ଯାନ୍ତ୍ରିକ କରଣ ମାଧ୍ୟମ ରେ କୃଷି ଯନ୍ତ୍ରପାତି ମେଳା ବିଭିନ୍ନ ସ୍ଥାନ ରେ ଆୟୋଜିତ କରୁଛନ୍ତି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ମଧ୍ୟ...