March 24, 2026
Home » Archives for EPA editor » Page 761

EPA editor

ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌ର ଛତିଶଗଡ଼ ଗସ୍ତ ସାଧାରଣ ବଣ୍ଟନ, ଧାନସଂଗ୍ରହ ଓ ଗୋଦାମ ପରିଚାଳନା ନେଇ କ୍ଷେତ୍ର ପରିଦର୍ଶନ

    ରାଜ୍ୟରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବ୍ୟବସ୍ଥାରେ ଉନ୍ନତିକରଣ ଓ ଚାଷୀ ମାନଙ୍କ ପ୍ରଗତି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ।...

କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ ଓଡ଼ିଶାରେ କୃଷି ଯନ୍ତ୍ରପାତିର ନିର୍ମାଣ କରିବାକୁ ନିର୍ମାତାମାନଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ 

ଆଜି କୃଷି ଭବନସ୍ଥିତ ଅଡିଟୋରିୟମରେ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମାବେଶ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ...

ତାରା ବେଶରେ ଦର୍ଶନ ଦେଲେ ମାଁ ସୁରେଶ୍ଵରୀ

ସୁବର୍ଣ୍ଣପୁର -- ନବରାତ୍ରୀ ର ଦ୍ୱିତୀୟ ଦିନରେ ସୁବର୍ଣ୍ଣପୁର ର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ ଆଜି ତାରା ବେଶରେ ଭକ୍ତ ବୃନ୍ଦଙ୍କୁ ଦର୍ଶନ ଦେଉଛନ୍ତି। ତାରା...

ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

l ବୌଦ୍ଧ -- ବୌଦ୍ଧ ଜିଲ୍ଲା ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼(କଂକଲା)ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ପାଞ୍ଚ ଦିନ ନଭେମ୍ବର 11ଠାରୁ 15...

ଗୁଆଲି ଲୌହ ଖଣିରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

    ଯୋଡ଼ା - ଇଣ୍ଡିଆନ ବୁ୍ୟରୋ ଅଫ୍ ମାଇନ୍ସ (IBM) ର ନିଦେ୍ର୍ଦଶାନୁସାରେ ଓଡିଶା ଖଣି ନିଗମ ଅନ୍ତର୍ଗତ ଗୁଆଲି ଖଣି ନିଗମରେ ସ୍ୱଚ୍ଛତା ପଖୱାଡା-୨୦୨୪...

ଗଜପତି : କ୍ରୀଡା ଶିକ୍ଷକଙ୍କ ଦୋକାନରେ ରଙ୍ଗ ଦିଆ କାର୍ଯ୍ୟରେ ଛାତ୍ରମାନେ ନିୟୋଜିତ

  ଗଜପତି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଅବ୍ୟବସ୍ଥା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନୀରବ ପ୍ରୋତ୍ସାହନ ଓ ସହଯୋଗରେ...

ଗୁଆଲି ଲୌହ ଖଣିରେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

  ଯୋଡ଼ା - ଇଣ୍ଡିଆନ ବୁ୍ୟରୋ ଅଫ୍ ମାଇନ୍ସ (IBM) ର ନିଦେ୍ର୍ଦଶାନୁସାରେ ଓଡିଶା ଖଣି ନିଗମ ଅନ୍ତର୍ଗତ ଗୁଆଲି ଖଣି ନିଗମରେ ସ୍ୱଚ୍ଛତା ପଖୱାଡା-୨୦୨୪ କାର୍ଯ୍ୟକ୍ରମ...

ଓସାକା ହାଇଦ୍ରାବାଦରେ ପାରମ୍ପରିକ ନୂଆଁଖାଇ ଭେଟଘାଟ୍ ଅନୁଷ୍ଠିତ

  ସୁବର୍ଣ୍ଣପୁର --ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ଓସାକା" ତରଫରୁ ବଂଜାରା ହିଲ୍'ସସ୍ଥିତ...

ଧର୍ମଗଡ ରେ ଆଜି ଠାରୁ ଆରମ୍ଭ ହେଲା ଜଗତ ଜନନୀ ମା ଦୂର୍ଗା ଙ୍କର ନବଦିନାତ୍ମକ ପୁଜା….. ସହର ଉତ୍ସବ ମୁଖର….

  ବିଲ୍ଵ ବରଣ ପରେ ଆଜି ବିଧିବଦ୍ଧ ଭାବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଚଳିତ ବର୍ଷ ଧର୍ମଗଡ଼ ସହର ଆଜି...

ବିଶ୍ବ ନିକେତନ ରେ ଆନ୍ତର୍ଜାତିକ ଜରା ଦିବସ ପାଳିତ

ବ୍ରହ୍ମପୁର:ଆନ୍ତର୍ଜାତିକ ଜରା ଦିବସ ପାଳନ ଅବସରରେ ମହାନ୍ ସଂଘ ଦ୍ୱାରା ପରିଚାଳିତ ରାମଚନ୍ଦ୍ର ପୂର୍ ସ୍ଥିତ ଜରା ନିବାସରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ...