March 23, 2026
Home » Archives for EPA editor » Page 773

EPA editor

ଧର୍ମଗଡ଼ ଏନ୍ଏସି ପକ୍ଷରୁ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ପ୍ରତିଯୋଗିତା।କେନ୍ଦ୍ରୀୟ ବିଦ୍ୟାଳୟ ଏକାଦଶ ଚମ୍ପିୟାନ

  ସ୍ଵଚ୍ଛତା ହିଁ ସେବା ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ଏସି ପକ୍ଷରୁ ଧର୍ମଗଡ଼ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଖେଳ ପଡିଆଠାରେ ଦୁଇ ଦିନ ଧରି...

ଅକର୍କ୍ଷେତ୍ର କୋଣାର୍କ ଚତୁଃପାଶ୍ୱ ଜଳାଣ୍ଣର୍ବ

ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରର ଚତୁଃପାଶ୍ୱର୍ ଲଘୁଚାପ ଜନିତ ବର୍ଷୋର ବୁଡି ରହିଛି। ସ୍ଥିତିଏପରି ହୋଇଛି ଯେ, ମନ୍ଦିରର ବେଢା ସେମତ ଚତୁଃପାଶ୍ୱର୍ ପାଣେିର ବୁଡି ରହିବା ଯୋଗୁଁ ବିଭିନ୍ନ...

ମଦ ବନ୍ଦ ପାଇଁ ଦାବି ପତ୍ର ଦେଲେ ମହିଳା l

ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲାରେ ଦେଶୀମଦ ଏବେ କୁଟିର ଶିଳ୍ପ ରେ ପରିଣତ ହୋଇଛି। ଅବାଧ ଦେଶୀମଦ ରନ୍ଧା ଓ ବିକ୍ରୀ ଉପରେ ଅବକାରୀ ବିଭାଗର କିଛି...

୧୦ମ ଜିଲ୍ଲା ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(OAVS)ର ଫାଉଣ୍ଡେସନ୍ ଦିବସ “ସ୍ପାର୍କ” -୨୦୨୪ ଅନୁଷ୍ଠିତ

  ରାୟାଗଡା ଜିଲ୍ଲାର ୧୦ମ ଜିଲ୍ଲା ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(OAVS)ର ଫାଉଣ୍ଡେସନ୍ ଦିବସ “ସ୍ପାର୍କ” -୨୦୨୪ ର ଉତ୍ସବ ୨୬/୦୯/୨୪ ଗୁରୁବାର ଦିନ ୧୦ ଘଣ୍ଟିକା...

ଅସୁସ୍ଥ MSMES ପୁନରୁଦ୍ଧାର ପାଇଁ MSME EPC 5-POINT STRATEGY

  ଏମଏସଏମଇ ରପ୍ତାନି ପ୍ରୋତ୍ସାହନ ପରିଷଦ (ଏମଏସଏମଇ ଇପିସି) ରାଜ୍ୟର 5.36 ଲକ୍ଷ ମଧ୍ୟରୁ ପ୍ରାୟ 25 ପ୍ରତିଶତ ଅସୁସ୍ଥ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ...

ଟାଟା ଷ୍ଟିଲ କୁ ମାନବ ସେବା କାର୍ଯ୍ୟ ପାଇଁ ଶ୍ରେଷ୍ଠ କର୍ପୋରେଟ୍ ପୁରସ୍କାର

  କୋଇଡ଼ା - ରାଜ୍ୟସ୍ତରୀୟ ମାନବାଧିକାର ସମ୍ମିଳନୀ-୨୦୨୪ ରେ କର୍ପୋରେଟ୍ ବର୍ଗରେ ଟାଟା ଷ୍ଟିଲ୍ ଲିମିଟେଡ୍ ‘ମାନବ ସେବା କାର୍ଯ୍ୟ ପାଇଁ ଶ୍ରେଷ୍ଠ କର୍ପୋରେଟ୍‌' ଭାବେ ମାନ୍ୟତା...

ଜି.ପି.ଏଲ୍.ଏଫ୍ ମିଶନ ଶକ୍ତିର କାର୍ଯ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

  ଢେ଼ଙ୍କାନାଳ ଜି.ପି.ଏଲ୍.ଏଫ୍ ମିଶନ ଶକ୍ତି ର ପାଞ୍ଚଗୋଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଙ୍କର ଦୀର୍ଘ ଦିନ ଧରି ପାରିଶ୍ରମିକ ଆସୁନଥିବାରୁ ତୃଣ ମୂଳସ୍ତର ରୁ କାର୍ଯ୍ୟ...

ପାରାଦୀପ ବନ୍ଦର ପକ୍ଷରୁ ୪୭ ତମ ବିଶ୍ୱ ସାମୁଦ୍ରିକ ଦିବସ ପାଳିତ

  ପାରାଦୀପ - ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ୪୭ତମ ବିଶ୍ୱ ସାମୁଦ୍ରିକ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି l ଏହି ଅବସରରେ ମେରାଇନ ସାଇଟ...

୬୩ ତମ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଚମ୍ପିୟନସିପ ପାରାଦୀପ ରେ ଉଦଘାଟିତ

  ପାରାଦୀପ - ୬୩ ତମ ସିନିୟର ପୁରୁଷ ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଚମ୍ପିୟନସିପ ବୁଧବାର ଅପରାହ୍ନ ରେ ପାରାଦୀପ ବନ୍ଦରର ଗୋପବନ୍ଧୁ ଷ୍ଟାଡିଅମ...

ଜଗତସିଂହପୁର ଷଷ୍ଠ ଜିଲ୍ଲା ପରିଷଦ ର ପଞ୍ଚମ ସାଧାରଣ ବୈଠକ

  ତିର୍ତୋଲ :  ଜଗତସିଂହପୁର ଷଷ୍ଠ ଜିଲ୍ଲା ପରିଷଦ ର ପଞ୍ଚମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି ।...