ଓଡ଼ିଶା ଭିଜିଲାନ୍ସ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ଡାଇରେକ୍ଟର, ୱାଟରଷେଡ ଏବଂ ତିନିଜଣ ଅଧିକାରୀଙ୍କୁ ଏନଆରଇଜିଏ ଅଧୀନରେ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସରକାରୀ ଅର୍ଥ ହଡପ କରିଥିବା ଅଭିଯୋଗରେ ଗିରଫ ସହ କୋର୍ଟ ଚାଲାଣ
ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ଅନ୍ତର୍ଗତ ଏନଆରଇଜିଏ ଅଧୀନରେ ବିନା ପୋଖରୀ ଖୋଳି ଆସିଥିବା ସରକାରୀ ଅନୁଦାନ ଅପବ୍ୟବହାର ଅଭିଯୋଗରେ ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ଦ୍ୱାରା...
