November 29, 2026
Home » ଅପରାଧ » Page 46

ଅପରାଧ

ଟାଙ୍ଗିଆ ଚୋଟରେ ଯୁବକ ମୃତ୍ୟୁ ଦୁବୃତ ଧରାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି

  ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଚାଟିକଣା ମାଳିସାହି ଯୁବକ ଘାଶିରାମ ଜିଲିକାରା ମଙ୍ଗଳବାର ରାତି ଘରେ ଥିବା ସମୟରେ ତାଙ୍କୁ କିଛି ଦୁର୍ବୃତ ଆତର୍କିତ...

ମ୍ପ୍ୟୁଟର କେନ୍ଦ୍ର ରେ ପୋଲିସ ର ଚଢ଼ାଉ,ନକଲି ପ୍ରୋପାଇଟର କୁ ଗିରଫ କଲା ମନମୁଣ୍ଡା ପୋଲିସ

କ l ବୌଦ୍ଧ ---ବୌଦ୍ଧ ଜିଲ୍ଲା ଦହ୍ୟା ଠାରେ ଓମ୍ କମ୍ପୁଟର ସେଣ୍ଟର୍ ରେ ଚାଲିଥିବା ଅସଲି ଆରଆଇ( RI )ପରୀକ୍ଷା l ପ୍ରଥମ ସିଫ୍ଟ ରେ...

ଚିତ୍ରକୋଣ୍ଡା ବନ ରେଞ୍ଜ ଅଧିକାରୀଙ୍କ ଫାନ୍ଦରେ ଫସିଲେ କଇଁଛ ଚୋରା ଚାଲାଣକାରୀ

  ୪୮୯ କଇଁଛ , ପିକଆପ ଭେନ ଜବତ ସହ ଦୁଇ ଜଣ ଗିରଫ ହୋଇ କୋର୍ଟ ଚାଲାଣ ମାଲକାନଗିରି ଜିଲ୍ଲାରେ ପୁଣି କଇଁଚ ଚୋରା ଚାଲାଣ...

ରାଗିଂ: ତିନି ମହଲାରୁ ସହପାଠୀ ଛାତ୍ରଙ୍କୁ ଠେଲିଦେବା ଅଭିଯୋଗ। ଗୁରୁତର ଛାତ୍ର ଡାକ୍ତରଖାନାରେ ଭର୍ତ୍ତି…

  କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ବିନାୟକ ବେସରକାରୀ କଲେଜରୁ ରାଗିଂର ଭୟାନକ ଚିତ୍ର ପଦାକୁ ଆସିଛି । ଯୁକ୍ତ ୨ କଳା ଶେଷ ବର୍ଷର ଜଣେ ଛାତ୍ରଙ୍କୁ...

ମେଣ୍ଡାରେ ବଢୁଛି ବିଷାକ୍ତ ମଦ ଓ ଜୁଆ ଖେଳ,ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନିରବ

  ସୁବର୍ଣ୍ଣପୁର ---ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡା ଥାନା ଅଧୀନରେ ଥିବା କେତେକ ଗାଁ ମାନଙ୍କରେ ଦିନ ଦ୍ବିପହରରେ ଖୁଲୁମଖୁଲା ବିକ୍ରି ହେଉଛି ବିଷାକ୍ତ ମଦ।...

ମଦ ବନ୍ଦ ପାଇଁ ଦାବି ପତ୍ର ଦେଲେ ମହିଳା l

ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲାରେ ଦେଶୀମଦ ଏବେ କୁଟିର ଶିଳ୍ପ ରେ ପରିଣତ ହୋଇଛି। ଅବାଧ ଦେଶୀମଦ ରନ୍ଧା ଓ ବିକ୍ରୀ ଉପରେ ଅବକାରୀ ବିଭାଗର କିଛି...

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା: କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

  କଳାହାଣ୍ଡିର ରିଲ୍‌ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ମାମଲାରେ ମଙ୍ଗଳବାର ଜଣାଶୁଣା କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ସମେତ ୩ ଜଣଙ୍କ ବିରୋଧରେ ଭବାନୀପାଟଣା ଟାଉନ୍ ଥାନାରେ...

ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ପୋଲିସ ଅଧିକାରୀ,

    ନବରଙ୍ଗପୁର ଜିଲ୍ଲାରେ ଥିବା ପାପଡ଼ାହାଣ୍ଡି ଥାନାର ପ୍ରବେଶନାରୀ ପିରିୟଡ ରେ କାର୍ଯ୍ୟରତ ଥିବା ସବଇନ୍ସପେକ୍ଟର ରଘୁନାଥ ହଂସଦା ଓ ପୋଲିସ ଏଏସଆଇ ଶିବ ପ୍ରସାଦ...

ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ

  ସାମ୍ବାଦିକ ମାନଙ୍କୁ ଅଣଦେଖା କଳା ପ୍ରଶାସନ ଫୋଟ ଓ ଭିଜୁଆଲ ନେବା ପରେ ବାହାରକୁ ଚାଲିଯାଅ... ଡିଆଇପିଆରଓ ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି...

ରାୟଗଡାର ଡିଏଫଓ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ଦେବାକୁ କୁହାଯିବା ପରେ ମାନସିକ ଯନ୍ତ୍ରଣାରେ ଫରେଷ୍ଟର ଆତ୍ମହତ୍ୟା କଲେ

  ଜଙ୍ଗଲ ମନ୍ତ୍ରୀ ମୃତକଙ୍କ ପରିବାର ଘର ପରିଦର୍ଶନ କରି ଦେଲେ ଆଶ୍ଵାସନା ଫରେଷ୍ଟରଙ୍କ ପରିବାର ପିସି ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି, ରାୟାଗଡା ଡିଏଫଓ...