ଉଦଯାପିତ ହେଲା ଦୁଇଦିନିଆ ପର୍ଯ୍ୟଟନ ଓ ଲୋକକଳା ମହୋତ୍ସବ । ଲୋକକଳ ସହିତ ଜାତୀୟ ସ୍ତରୀୟ ପର୍ଯ୍ୟଟନ ଆଲୋଚନା ଚକ୍ର ।
ବ୍ରହ୍ମପୁର---ପର୍ଯ୍ୟଟନ ଭାରତ ତରଫରୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ ଚାଲିଥିବା ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ଲୋକକଳା ମହୋତ୍ସବ ରବିବାର ସଫଳତାର ସହିତ ଉଦଯାପିତ ହୋଇଯାଇଛି ।...