April 3, 2026

ମନୋରଞ୍ଜନ

ଡାକ୍ତର ସ୍ବାଧୀନ ରଥଙ୍କୁ ସେବାରତ୍ନ ସମ୍ମାନରେ ସମ୍ମାନୀତ !

ଗଞ୍ଜାମଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଡାକ୍ତର ସ୍ବାଧୀନ ରଥଙ୍କୁ ସେବାରନୂ ସମ୍ମାନ ମିଳିଛି । ଡାକ୍ତର ରଥଙ୍କ ଆଦର୍ଶତା,ତ୍ୟାଗପୂର୍ଣ୍ଣ...

୮୯ ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ସମାରୋହ ପାଳିତ

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ୮୯ ତମ ତ୍ରିମୂର୍ତ୍ତୀ ଶିବ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି...

ମେଗା ସ୍ୱାସ୍ଥ୍ୟ ମେଳା ଓ ଚକ୍ଷୁ ଚିକିତ୍ସା ଶିବିରରେ ଶେଷ ହେଲା ସେବା ମହୋତ୍ସବ ର ଷଷ୍ଠ ଦିବସ

ସୁବର୍ଣ୍ଣପୁର: ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ପକ୍ଷରୁ ବୁରୁବୁଡ଼ା ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥିବା ସେବା ଧର୍ମୀ ଦ୍ୱିତୀୟ ରାଜ୍ୟ ସ୍ତରୀୟ ସେବା ମହୋତ୍ସବ ଆଜି...

ଆଇ॰ଏମ॰ଟି॰ ଫାର୍ମାସୀ କଲେଜର ୩୫ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ପୁରୀ: ଓଡିଶାର ଅନ୍ୟତମ ପୁରାତନ ଫାର୍ମାସୀ ଶିକ୍ଷାନୁଷ୍ଠାନ ଆଇ॰ଏମ॰ଟି॰ ଫାର୍ମାସୀ କଲେଜ, ପୁରୀର ୩୫ତମ ବାର୍ଷିକ ଉତ୍ସଵ ମହାଆଡମ୍ବରେ ପାଳିତ ହୋଇଯାଇଛି । ପୁରୀ ଗୋପାଳପୁର ସ୍ଥିତ...

ମାଛ ଆମ୍ବିଳ ଦେଲା ଦୁଇ ସାଙ୍ଗକୁ ବ୍ୟବସାୟର ଦିଗ

ଖାଦ୍ୟ କେବଳ ସ୍ବାଦ ବିଷୟରେ ନୁହେଁ; ଏହା ଇତିହାସ, ଭାବନା ଏବଂ ପରମ୍ପରା ବଜାୟ ରଖେ | କିନ୍ତୁ ପରିବର୍ତିତ ଜୀବନଶୈଳୀ ସହିତ,ଅନେକ ଯୁବପିଢ଼ି ସେମାନଙ୍କର ରାନ୍ଧଣା...

ଶ୍ରୀକ୍ଷେତ୍ରରୁ ପ୍ରୟାଗରଜ ମହାକୁମ୍ଭ ବୁଡ଼ ପକାଇବା ନିମନ୍ତେ ପୁରୀ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ଭିଡ ।

ପୁରୀ: ମହାଶିବରାତ୍ରିଦିନ କୁମ୍ଭମେଳାରେ ବୁଡ଼ ପକାଇବା ଅନ୍ତିମଦିନ ହୋଇଥିବା ହେତୁ ପ୍ରୟାଗରାଜ ଯିବାପାଇଁ ଆଜି ପୁରୀ ରେଳ ଷ୍ଟେସନରେ ଯାତ୍ରୀମାନଙ୍କର ପ୍ରବଳ ଭିଡ଼ ଦେଖାଯାଇଥିଲା, ଶ୍ରୀକ୍ଷେତ୍ରରୁ ବିଭିର୍ଣ୍ଣ...

ରାୟଗଡା ନବନିର୍ମିତ ସ୍ବୟମ୍ଭ ବରଦା ବାଲୁଙ୍କେଶ୍ବର ମନ୍ଦିରର ପ୍ରତିଷ୍ଠା ଉତ୍ସବ ପ୍ରାରମ୍ଭ

ରାୟଗଡା ନବ ନିର୍ମିତ ସ୍ବୟମ୍ଭ ବରଦା ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ୨୪/୦୨/୨୫ ତାରିଖରୁ ଠାରୁ ମହାସମାରୋହରେ ପ୍ରାରମ୍ଭ ହୋଇଯାଇଛି ।...

ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବିଶ୍ୱ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ...

ଏକାମ୍ର ହାଟଠାରେ ସ୍ଵତନ୍ତ୍ର ହସ୍ତତନ୍ତ ପ୍ରଦର୍ଶନୀ ଉଦ୍ଘାଟିତ

ଭୁବନେଶ୍ୱର: ମହିଳା ବୁଣାକାରମାନେ ହେଉଛନ୍ତି ଓଡ଼ିଶା ବୟନ ଅର୍ଥନୀତିର ମେରୁଦଣ୍ଡ । ପୁରାତନ ଓ ନୂତନ ବୟନ କଳାର ଅଭିନବ ସମିଶ୍ରଣ ଦ୍ୱାରା ସେମାନେ ପ୍ରସ୍ତୁତ କରୁଛନ୍ତି...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆନ୍ତଃ-ବିଶ୍ଵବିଦ୍ୟାଳୟସ୍ତରୀୟ ସାହିତ୍ୟ,ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସମାହିତ ହୋଇ ଆସୁଥିବା ୬ ଦିନିଆ ବିଶ୍ଵବିଦ୍ୟାଳୟସ୍ତରୀୟ ସାହିତ୍ୟକ,ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି । ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ସାହିତ୍ୟକ,ସାଂସ୍କୃତିକ...