February 22, 2026

ମନୋରଞ୍ଜନ

ମାୟାବର୍ହା ହାଇସ୍କୁଲ ୨୦୦୪-୦୫ ମ୍ୟlଟ୍ରିକ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ,ପରିବେଶ ସୁରକ୍ଷା ପାଇଁ ପୁରାତନ ଛାତ୍ର ନେଲେ ଶପଥ l

ସୁବର୍ଣ୍ଣପୁର --ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାର ୨୦୦୪-୦୫ ମ୍ୟlଟ୍ରିକ ବ୍ୟାଚର ପୂର୍ବତନ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ପୂଜାଡୁଙ୍ଗୁରି ଠାରେ ବନ୍ଧୁମିଳନ...

ପlଣି ପଞ୍ଚାୟତ ଜନସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

ରାୟଗଡ ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ତା.୨୨/୧୨/୨୪ ରିଖ ରବିବାର ଦିନ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସଚେତନତା...

ସାର୍ ସି. ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟରେ ବିଟେକ୍ ଇଞ୍ଜିନିୟରରେ ଛତ୍ରପୁରର ଶ୍ଵେତାଶ୍ରୀ ଶତପଥୀଙ୍କୁ ସ୍ବର୍ଣ୍ଣପଦକରେ ପୁରସ୍କୃତ !

ସାର୍ ସି. ଭି. ରମଣ ଗ୍ଲୋବାଲ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ୍ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭଗରେ ଛତ୍ରପୁରର ଶ୍ଵେତାଶ୍ରୀ ଶତପଥୀ ଶ୍ରେଷ୍ଠ...

ଛତ୍ରପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ୧୯୯୯ ମସିହା ମାଟ୍ରିକ ବେଚ୍ ଛାତ୍ରୀଙ୍କ ବନ୍ଧୁତ୍ୱ ଦିବସ ପାଳନ !

ଛତ୍ରପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ୧୯୯୯ ମସିହା ମାଟ୍ରିକ ବେଚ୍ ଛାତ୍ରୀମାନେ ସମିଳିତ ହୋଇ ବନ୍ଧୁତ୍ୱ ଦିବସ ପାଳନ କରି ଆନନ୍ଦ ଉଲ୍ଲାସରେ ମାତି ଯାଇ...

ପ୍ରତିଭାଙ୍କ ମହକରେ ମହକିତ ସର୍‌ଗିଫୁଲ୍ ବିଦ୍ୟାର୍ଥୀଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ପାଇଁ ସମର୍ପିତ ସର୍‌ଗିଫୁଲ

ସଫଳତାର ସହ ଶେଷ ହୋଇଛି ରାଜ୍ୟସ୍ତରୀୟ ସର୍‌ଗିଫୁଲ୍ ଉତ୍ସବ ୨୦୨୪ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ନେଇ ୨୦୧୦ ମସିହାରୁ ଏହି ଉତ୍ସବ...

ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ

ଜଗତସିଂହପୁର/ତିର୍ତୋଲ , ୧୭/୧୨ ଜିଲ୍ଲା ପ୍ରଶାସନ ଏବଂ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ...

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ବଲାଙ୍ଗିର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମ୍ବଡୋଳା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ...

କେନ୍ଦ୍ରୀୟ ବିଦ୍ୟାଳୟ 2ବଲାଙ୍ଗୀର ର 29ତମ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ 2ର 29ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି lବିଦ୍ୟାଳୟ ର ଅଧକ୍ଷ ଗଣେଷ ରାମ ପ୍ରଧାନ ଙ୍କ ଅଧକ୍ଷତା ଅନୁଷ୍ଠିତ...

ଯୋଡ଼ା-ବଡ଼ବିଲ ଅଞ୍ଚଳରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ

ଯୋଡ଼ା - କିଶୋରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା, ବିଶେଷ କରି ସେମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ...

ଆଞ୍ଚଳିକ ସହଭାଗୀତା ଏବଂ ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସାମଗ୍ରିକ କୃଷି ରୂପାନ୍ତରଣ ନୀତି ଅଗଗ୍ରତି ପ୍ରସଙ୍ଗରେ ବୈଠକ

ଭୁବନେଶ୍ୱର: ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ଏବଂ ଆନ୍ତର୍ଜାତିକ କୃଷି ଅନୁସନ୍ଧାନ ଗୋଷ୍ଠୀ ସଙ୍ଗଠନ (CGIAR)ର ପ୍ରଯୋଜିତ ପଦକ୍ଷେପ ସ୍ଵରୂପ ଜାତୀୟ ନୀତି ଓ...