January 1, 2026

ମନୋରଞ୍ଜନ

ଜୁନିୟର ରେଡ କ୍ରସ ପରାମର୍ଶ ଦାତା କର୍ମଶାଳା ଅନୁଷ୍ଠିତ l

ସୁବର୍ଣ୍ଣପୁର --ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅନ୍ତର୍ଗତ ବିନିକା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ବିନିକା ଓ ଡୁଙ୍ଗୁରିପାଲି ବ୍ଳକ ର ସମସ୍ତ ଜୁନିୟର ରେଡକ୍ରସ ପରାମର୍ଶ...

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ କୋରାପୁଟ, ଜୟପୁର ଦ୍ୱାରା ରାଷ୍ଟ୍ରିୟ ଆଇନ ସେବା ଦିବସ ପାଳିତ

ଜାତୀୟ ଆଇନ ସେବା ଦିବସ, ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଶ୍ରୀ ପ୍ରଦୀପ କୁମାର...

ପାରାଦ୍ଵୀପ ବନ୍ଦର ସାଂସ୍କୃତିକ ମହୋତ୍ସବ 2024ର ସପ୍ତମ ସନ୍ଧ୍ୟା – ବିଦ୍ୟୁତ ଏବଂ ଯାନ୍ତ୍ରିକ ବିଭାଗର ନାଟକ “ଶେଷରୁ ଆରମ୍ଭ” ମଞ୍ଚସ୍ଥ ।

ପାରାଦ୍ଵୀପ ବନ୍ଦର ଜଗନ୍ନାଥ ଲଳିତ କଳା ସଂସଦ ଆନୁକୁଲ୍ୟରେ ଆୟୋଜିତ ସାଂସ୍କୃତିକ ମହୋତ୍ସବ 2024ର ସପ୍ତମ ସନ୍ଧ୍ୟାରେ ବିଦ୍ୟୁତ ଏବଂ ଯାନ୍ତ୍ରିକ ବିଭାଗର କର୍ମଚାରୀ ତଥା ସେମାନଙ୍କ...

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତତ୍କାଳୀନ ତହସିଲଦାର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତତ୍କାଳୀନ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଙ୍କୁ ବିଦାୟ...

ସହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳିତ।

ପୁରୀ : ସହୀଦ ଜୟୀ ରାଜଗୁରୁ ସାହସ, ଶୌର୍ଯ୍ୟ ଓ ଅଦମ୍ୟ ବୀରତ୍ବର ପ୍ରତୀକ।ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଶରତଚନ୍ଦ୍ର...

ଓଡ଼ିଆଣୀ ବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ରୀରାଧାଙ୍କୁ ଦର୍ଶନକଲେ l

ପବିତ୍ର ଅଁଳା ନବମୀ ଅବସରରେ ସତ୍ୟବାଦୀ ସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ଶ୍ରୀରାଧାଙ୍କ ଦୁଲଭ ଓଡ଼ିଆଣୀ ବେଶ ଓ ପାଦ ଦରସନ ଲକ୍ଷାଧିକ ଶ୍ରଦ୍ଧାଳୁ ଦରସନ କରିଥିଲେ....

ସଟ୍ ଫିଲ୍ମ “ମୋର ଭଞ୍ଜାର ଟୁକେଲ ଦେଖା “ର ଶୁଭ ମହୁରତ l

ସୁବର୍ଣ୍ଣପୁର --- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଚମ୍ପାମାଲ ଗ୍ରାମରେ ବିଏମପୁରିଆ ପିଲା ୟୁଟ୍ୟୁବ ଚେନାଲ ପକ୍ଷରୁ ସମ୍ବଲପୁରୀ ସଟ ଫିଲ୍ମ "ମୋର ଭଞ୍ଜାର ଟୁକେଲ...

56 ତମ କାଳୀ ପୂଜା ଉପଲକ୍ଷେ ରକ୍ତ ଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର -- 56 ତମ କାଳୀ ପୂଜା ଅବସରରେ ଆଜି ସୋନପୁର ମଝିପଡା କଲ୍ୟାଣ ମଣ୍ଡପ ଠାରେ ରମଧୁନ୍ କ୍ଳବ ପକ୍ଷରୁ ଏକ ରକ୍ତ ଦାନ ଶିବିର...

ଜିଲ୍ଲାସ୍ତରୀଅ ଶ୍ରୀ ଅନ୍ନ ଏବଂ ଭୁଲିଯାଇଥିବା ଖାଦ୍ୟ ମହୋତ୍ସବ: ମିଲେଟ ଏବଂ ଓଡିଶାର ଐତିହ୍ୟ ଖାଦ୍ୟ ପାଳିତ

ରାୟଗଡ ସହରରେ ସ୍ତିତ ବିଜୁ ପଟ୍ଟନାୟକ ଓଡିଟରିୟମରେ ୧୦/୧୧/୨୪ ତାରିଖରେ ସକାଳ ୧୦.୩୦ ସମୟରେ ଜିଲ୍ଲା ସ୍ତରୀୟ ଶ୍ରୀ ଅନ୍ନ ଏବଂ ଭୁଲିଯାଇଥିବା ଖାଦ୍ୟ ମହୋତ୍ସବ ଆୟୋଜିତ...

ଶ୍ରୀ ଆନ୍ନା ଅଭିଆନ୍ ରେ ଉତ୍କର୍ଷତା ପାଇଁ କୋରାପୁଟ ଜିଲ୍ଲା ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବରେ ପୁରସ୍କୃତ

ଶ୍ରୀ ଅର୍ନ୍ନ ଅଭିଯାନ ଅଧୀନରେ ସର୍ବାଧିକ ମିଲେଟ୍ କଭରେଜ୍, ମିଲେଟ୍ ଉତ୍ପାଦନ ଏବଂ ରାଗି କ୍ରୟ ପାଇଁ ଏକ ସ୍ଥାୟୀ ତଥା ପୁଷ୍ଟିକର ଖାଦ୍ୟ ଉତ୍ସ ଭାବରେ...