October 27, 2026

ମନୋରଞ୍ଜନ

ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

ନବରଙ୍ଗପୁର : ଜିଲ୍ଲାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁଭାରମ୍ବ ହୋଇ...

ନବରଙ୍ଗପୁରରେ ୧୪୦ ଜଣ ବରିଷ୍ଠ ନାଗରିକ ଙ୍କ ଅଯୋଧ୍ୟା–ବାରାଣାସୀ ଅଭିମୁଖେ ଯାତ୍ରା

  ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ଅଯୋଧ୍ୟା...

ଇଣ୍ଡିଆ ଟ୍ରେଡ୍ ଏକ୍ସପୋ ୨୦୨୬ ଉଦଘାଟିତ

  ପୁରୀ:  ଇଣ୍ଡିଆ ଟ୍ରେଡ୍ ଏକ୍ସପୋ ୨୦୨୬ ବଗଲା ଧର୍ମଶାଳା ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଏକ୍ସପୋ କୁ ନୀଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ, ପ୍ରୋଟୋକଲ ଏବଂ...

 ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତାବର୍ଷିକୀ ପାଳନ ଅବସରେରେ ଆୟୋଜିତ ହେଲା ଜାତୀୟ ଆଲୋଚନା ଚକ୍ର

  ବରଗଡ଼:ଓଡ଼ିଶାର ଅନ୍ୟତମ ପ୍ରଖ୍ୟାତ ମହିଳା ସ୍ୱାଧୀନତା ସଂଗ୍ରାମୀ, ପୂଜ୍ୟ ସମାଜସେବୀ ତଥା ପଶ୍ଚିମ ଓଡ଼ିଶାର ମଦର ଟେରେସା ବହ୍ନିକନ୍ୟା ପାର୍ବତୀ ଗିରି ବରଗଡ଼ ଜିଲ୍ଲା ବିଜେପୁର...

ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟା. ହାସ୍ୟ କଳା ଓ ନାଚ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ

  ବ୍ରହ୍ମପୁର : ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ ୧୩ ତମ ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ଅତିଥି ଭାବେ ଅର୍ବାନ ବ୍ୟାଙ୍କ୍ ସଭାପତି ଆର୍...

ତାରାତାରିଣୀ ଠାରେ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ

ବ୍ରହ୍ମପୁର,: ପୁରୁଷୋତ୍ତମପୁର ଅନ୍ତର୍ଗତ ତାରାତାରିଣୀ ଠାରେ ‘ଶ୍ରୀମଦ୍ ଭାଗବତ କଥା ମହୋତ୍ସବ’​ଅନ୍ତର୍ଜାତୀୟ କୃଷ୍ଣଭାବନାମୃତ ସଂଘ (ଇସ୍କନ), ଅଙ୍କୁଶପୁର ଶାଖା ପକ୍ଷରୁ ଏକ ଭବ୍ୟ ‘ଶ୍ରୀମଦ୍ ଭାଗବତ କଥା...

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ

କଟକ: ଚାଷୀମାନେ ସମାଜର ମେରୁଦଣ୍ଡ , ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ହିଁ ଆମେ ସମସ୍ତେ ଏଠାରେ ସୁସ୍ଥଭାବେ ଛିଡା ହେଇଛନ୍ତି । କଟକ ବାଲିଯାତ୍ରା ପଡିଆରେ...

ପଞ୍ଚାୟତ ଉଚ୍ଚ ଵିଦ୍ଯାଳୟ ରେ ପିଏମ୍ ଶ୍ରୀ ମେଳା

ରଣପୁର: ପିଏମ୍ ଶ୍ରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୋପାଳ ପୁର ପରିସରରେ ପିଏମ ଶ୍ରୀ ମେଳା ଅନୁଷ୍ଠିତ ହୋଇଛି. ବିଧାୟିକା ତଥା ଵାଚଷ୍ପତି ଶ୍ରୀମତୀ ସୁରମା ପାଢୀ...

ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ମହାସମାରୋହରେ ପାଳିତ

ଆମର ବଡ଼ ବଜାର ସ୍କାଇଲକିଡସ ଓସାଇନୀଙ୍ଗ କିଡ୍ ର ଅଧ୍ୟକ୍ଷା ବବିତା ଦାସଙ୍କ ଅଧ୍ୟକ୍ଷତାରେ.ବିବେକାନନ୍ଦ ଜୟନୀ ମହାସମାରୋହରେ ପାଳିତ ହୋଇଯାଇଛି।   ଉକ୍ତ ସମାରୋହରେ ମୁଖ୍ୟ ଅତିଥି...

କଳାହାଣ୍ଡି ଉତ୍ସବ ଘୁମୁରା ଅବସର ରେ “ଘୁମୁରା” ପ୍ରତିଯୋଗିତା ।

ଧର୍ମଗଡ:ଧର୍ମଗଡ ଠାରେ ଆୟୋଜିତ ହେଇଥିବା ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳନ ଅବସର ରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମଧ୍ୟ...