December 28, 2025

ସ୍ୱାସ୍ଥ୍ୟ

ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବୌଦ୍ଧ --ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ ହୋଇଯାଇଛି ।...

ମାୟାବର୍ହା ହାଇସ୍କୁଲ ରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ସୁବର୍ଣ୍ଣପୁର --ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ରାସ୍ତା ଘାଟରେ...

ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳିତ l

ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକ ଅଧିନସ୍ଥ ପରମେଶ୍ବରି ଦୁଗ୍ଧ ଉତ୍ପାଦକ ସମବାୟ ସମିତି ନିଃ କରଡାପାଳ ଠାରେ ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ...

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଚକ୍ଷୁଦାନ ପକ୍ଷର ଶେଷ ଦିବସରେ ବିରାଟ ସଚେତନତା ଶୋଭାଯାତ୍ରା

ବ୍ରହ୍ମପୁର  ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ବ୍ରହ୍ମପୁର ଓ ରୁବି ଚକ୍ଷୁଚିକିତ୍ସାଲୟର ମିଳିତ ଆହ୍ୱାନ କ୍ରମେ ଚକ୍ଷୁଦାନ ପକ୍ଷପାଳନର ଅନ୍ତିମ ଦିବସ ୦୮.୦୯୨୦୨୪ ତାରିଖରେ ବିରାଟ ସଚେତନତା ପଦଯାତ୍ରା...

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଚକ୍ଷୁଦାନ ପକ୍ଷପାଳନର ୧୦ ମ ଓ ୧୧ ତମ ଦିବସରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର ତା ୦୧.୦୯.୨୪ ତାରିଖରେ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ,ବ୍ରହ୍ମପୁର ଚକ୍ଷୁଦାନ ପକ୍ଷପାଳନର ଦଶମ ଓ ଏକାଦଶ ଦିବସରେ ପ୍ରେମାନଗର ସ୍ଥିତ ୟୋଗଧାମରେ ଉପସ୍ଥିତ ଥିବା ସମସ୍ତ...

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ବୀର ସୁରେନ୍ଦ୍ର ସାଏ ରକ୍ତ କେନ୍ଦ୍ର ଦ୍ଵାରା ସମ୍ବର୍ଦ୍ଧିତ

  ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ କୁ ରକ୍ତ ଦାନ କ୍ଷେତ୍ର ରେ ଅତୁଳନୀୟ ସେବା ହେତୁ ମିଳିଛି ସମ୍ମାନ ପତ୍ର l ଆଜି ସୁବର୍ଣ୍ଣପୁର ଜିଲ୍ଲା ପୋଲିସ...

ଡେଙ୍ଗୁ ରେ ମୃତ୍ୟୁ ହେଇଯାଇଥିବା ରୋଗୀ କୁ ରେଫର କରାଗଲା କଟକ

  କେନ୍ଦୁଝର ସହର ପରି ଅନେକ ସ୍ଥାନରେ ଡ୍ରେନ ବ୍ୟବସ୍ଥିତ ନୁହେଁ। ତେବେ ଏବେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ୱାର୍ଡରେ ସବୁ ଶଯ୍ୟାରେ ରୋଗୀ...

ଏଚଆଇଭି /ଏଡ଼ସର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ l

ସୁବର୍ଣ୍ଣପୁର ---ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ରସଂଖ୍ୟା ୫୯୫୨//ତା. ୨୨/୦୮/୨୦୨୪ ମତେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆଠ ଜଣ...

ଉଲୁଣ୍ଡାରେ ଆୟୁଷ୍ମାନ ଆରୋଗ୍ୟ ଶିବର ଅନୁଷ୍ଠିତ,ରୋଗୀଙ୍କୁ ଉପଲବ୍ଧ ହେଲା ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା l

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ାକ୍ତର ସମୀର ଭୋଇ ନାଲି ଫିତା...

ସରକାରୀ ଆୟୁର୍ବେଦୀକ ଚିକିତ୍ସାଳୟକୁ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର କୁ ଉନ୍ନୀତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ଗ୍ରାମପଂଚାୟତ ରେ ଥିବା ଆୟୁର୍ବେଦୀୟ ଚିକିତ୍ସାଳୟ ଆଜକୁ ଦୀର୍ଘ ୪୦ ବର୍ଷ ହେବ ଖଣ୍ଡହତା ଗ୍ରାମପଂଚାୟତର ମୂଖ୍ୟାଳୟଠାରେ...