March 6, 2026
Home » ଦେଶ ବିଦେଶ

ଦେଶ ବିଦେଶ

ଜାପାନରୁ ଆସିଥିବା ପର୍ଯ୍ୟଟକଙ୍କ ହୋଲି ପାଳନ

ସୁଦୂର ଜାପାନରୁ ଆସିଥିବା ପର୍ଯ୍ୟଟକ ମାନେ ହୋଲି ପର୍ବକୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି। ପୁରୀ ର ଇଣ୍ଡିଆ-ଜାପାନ୍ ଫ୍ରେଣ୍ଡସିପ ସେଣ୍ଟର ପକ୍ଷରୁ ପାଳନ ହୋଇଛି...

ବଳଦେବ ଜୀଉଙ୍କ ରଥ ନିର୍ମାଣ ଲାଗି ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ

  ସୁରୁଖୁରୁରେ ସମ୍ପର୍ଣ୍ଣ ହେବ ରଥଯାତ୍ରା ଓ ନୀତିକାନ୍ତି ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ...

୨୦ତମ ଭବ୍ୟ ତୋଷାଳି ସ୍ବଦେଶୀ ମେଳା ରେ ହସ୍ତତନ୍ତ ଫ୍ୟାଶନ୍ ଶୋର ଆୟୋଜନ

ଭୁବନେଶ୍ୱର: ୨୦ତମ ଭବ୍ୟ ତୋଷାଳୀ ସ୍ୱଦେଶୀ ମେଳା ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏକ ଆକର୍ଷଣୀୟ ହସ୍ତତନ୍ତ ଫ୍ୟାଶନ୍ ଶୋ ଅନୁଷ୍ଠିତ ହୋଇଥିଲା।...

ଅରୁଣାଚଳ ପ୍ରଦେଶରେ ସ୍ଵାସ୍ଥ୍ୟ ସେବା ପାଇଁ ଡଃ ତିରୁପତି ପାଣିଗ୍ରାହୀଙ୍କୁ ଆମନ୍ତ୍ରଣ

ଦକ୍ଷିଣ-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶର ଚାଇନା, ବର୍ମା ଏବଂ ଆସାମର ସୀମାବ ଅ ଳରେ ଅବହେଳିତ ଲୋକମାନଙ୍କର ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଅରୁଣାଚଳ ପ୍ରଦେଶର...

ପାରାଦୀପ ବନ୍ଦରର ରେକର୍ଡ : ତାପଜ କୋଇଲା ଖଲାସରେ ଛୁଇଁଲା ନୂତନ ଶିଖର

ପାରାଦୀପ, : ଓଡ଼ିଶା - ପଣ୍ୟ ପରିଚାଳନାରେ ପାରାଦୀପ ବନ୍ଦର ପ୍ରାଧିକରଣ ସର୍ବ ଭାରତୀୟ ସ୍ତରରେ ରେକର୍ଡ ଭାଙ୍ଗିବା ଧରା ଜାରି ରଖିଛି l ଏହି କ୍ରମରେ...

୧୩ ରୁ ୧୫ ପର୍ଯ୍ୟନ୍ତ ଓଡିଶା ମେଡିକାଲ ଡିଭାଇସ୍ ଏକ୍ସପୋ

ଭୁବନେଶ୍ୱର: ଆସନ୍ତା ଫେବୃୟାରୀ ୧୩,୧୪ ଓ ୧୫ ତିନି ଦିନ ଧରି ସ୍ଥାନୀୟ ବରମୁଣ୍ଡା ପଡିଆରେ ସ୍ୱାସ୍ଥ୍ୟସେବାରେ ଆଧୁନିକୀକରଣର ଯନ୍ତ୍ରାଂଶ ପ୍ରଦର୍ଶନୀ ଆୟୋଜିତ ହେବ। ଏହାକୁ ସୁନାମଧନ୍ୟ...

ଉଦଘାଟିତ ହେଲା ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ମେଳା

ପୁରୀ : ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ବପ୍ନ କୁ ସାକାର କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ଆତ୍ମନିର୍ଭର ଭାରତ ଓ...

କର୍କଟ ସଚେତନତା ଶୋଭାଯାତ୍ରା

ବର୍ତ୍ତମାନ ସମାଜରେ ଯେଉଁ ତିନୋଟି କାରଣ ଯୋଗୁଁ ବହୁ ଲୋକଙ୍କ ଅକାଳ ବିୟୋଗ ଘଟୁଛି, ତନ୍ମଧ୍ୟରୁ କର୍କଟ ରୋଗ ହେଉଛି ଗୋଟିଏ । ଏହି ରୋଗର ଚିକିତ୍ସା...

ଓଡିଶା ଜାପାନ ସାଂସ୍କୃତିକ ମହୋତ୍ସବ ଶୁଭାରମ୍ଭ

ପୁରୀ: ପାରସ୍ପରିକ ସଦଭାବନା ଓ ଭାଇଚାରା କୁ ସମୃଦ୍ଧ କରେ ସଂସ୍କୃତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ।ଏ କ୍ଷେତ୍ରରେ ଭାଷା ଆଦୌ ପ୍ରତବନ୍ଧକ ହୁଏନାହିଁ।ଏହାକୁ ଆଜି ପ୍ରମାଣ କରିଛନ୍ତି...

୭୭ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

  ବରଗଡ଼:ବରଗଡ଼ ଜିଲ୍ଲା ସଦରମହକୁମାରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମାନ୍ୟବର ମୁଖ୍ୟ ଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ...