January 31, 2026
Home » ରାଜନୀତି

ରାଜନୀତି

ଛେଳିଗଡ ମଧ୍ୟମ ପ୍ରକଳ୍ପ ବିସ୍ଥାପିତ ୫ଟି ଆଦିବାସୀ ଗ୍ରାମ ନିମନ୍ତେ ଅଧିନିୟମ ଆଣିବାକୁ ଦାବୀ

  ଗଜପତି ଜିଲ୍ଲା ଆର.ଉଦୟଗିରି ପଞ୍ଚାୟତ ସମିତି ଅନ୍ତ ର୍ଗତ ଛେଳିଗଡ ଠାରେ ନିର୍ମାଣ ହେଉଥିବା ମଧ୍ୟମ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେଉଥିବା ୫ଟି ଆଦିବାସୀ ଗ୍ରାମ...

କୁଜାସିଂ ପଞ୍ଚାୟତ ଅନ୍ତର୍ଗତ କୁଣ୍ଡେଇ ସିଙ୍ଗି ଠାରୁ ଜୟନ୍ତୀ ଭୂୟାଁ ସାହିକୁ ରାସ୍ତା ନିର୍ମାଣ ଦାବୀ

  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଞ୍ଚାୟତ ଅନ୍ତର୍ଗତ ଜୟନ୍ତୀ ଭୂୟାଁ ସାହି ଗ୍ରାମବାସୀ ପକ୍କା ସଡକ ନିର୍ମାଣ ସକାଶେ ପ୍ରଶାସନ ଓ ପାରଳାଖେମୁଣ୍ଡି ବିଧାୟକଙ୍କ...

ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ । ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର...

ପିସିସି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

  ଭୁବନେଶ୍ୱର :ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି...

ଗଞ୍ଜାମ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି

 ୪୯୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଘୋଷଣା ଛତ୍ରପୁର,: ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ ।...

3 ତାରିଖରେ ଆସିବେ ମହାମହୀମ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁ ପୁରୀ ଗସ୍ତରେ

ଆସନ୍ତା 3 ତାରିଖରେ ମହାମହୀମ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁ ପୁରୀ ଗସ୍ତରେ ଆସିବେ। 3 ତାରିଖରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ତାଳବଣିଆ ହେଲିପ୍ୟାଡରେ ଅବତରଣ କରି...

ପଦ୍ମଶ୍ରି ସମ୍ମାନ ପାଇଁ ମନୋନୀତ ବାନ୍ଧଶିଳ୍ପୀ ଶରତ କୁମାର ପାତ୍ରଙ୍କୁ ସମ୍ମର୍ଦିତ କଲେ ବିଜେପି ନେତା ହରପ୍ରସାଦ ମିଶ୍ର

ଆଠଗଡ :  ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମ ନିବାସୀ ଶରତକୁମାର ପାତ୍ର (୬୧) ବାନ୍ଧକଲା ରେ ପଦ୍ମଶ୍ରୀ ସମ୍ମାନ ପାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ...

ରେଳପ୍ରକଳ୍ପ ଶେଷ ଦାବିରେ  ସତ୍ୟାଗ୍ରହ

ଦୀର୍ଘଦିନ ଧରି ଅଟକି ରହିଥିବା ନବରଙ୍ଗପୁର–ଜୟପୁର–ମାଲକାନଗିରି ରେଳପ୍ରକଳ୍ପକୁ ତୁରନ୍ତ ଶେଷ କରିବା ଦାବିରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ୩୦ ଜାନୁଆରୀରୁ ଫେବୃଆରି ପହିଲା...

ଚମ୍ପତିପୁର ମିଶ୍ରଣ ପର୍ବରେ ବିଜେଡିକୁ ବଡ ଝଟକା 

ନୟାଗଡ ଜିଲ୍ଲା ନୟାଗଡ ବ୍ଲକ ଅନ୍ତାର୍ଗତ ତିପୁରରେ ଆୟୋଜିତ ମିଶ୍ରଣ ପର୍ବରେ ଶତାଧିକ କର୍ମୀ ଓ ନେତୃବୃନ୍ଦ ବିଜେପିରେ ଯୋଗଦାନ ବିଜୁ ଜନତା ଦଳ (ବିଜେଡି)କୁ ଏକ...

ଗଜପତିରେ ନବନିର୍ମାଣ କୃଷକ ସଙ୍ଗଠନର ଓଡିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଗଜପତି ଜିଲ୍ଲାରେ ତାର ଆଶିଂକ ପ୍ରଭାବ ଦେଖିବାକୁ ମିଳିଛି...