December 3, 2025
Home » ରାଜନୀତି » Page 13

ରାଜନୀତି

ଆମ ଭାଷା ହେଉଛି ଆମ ପରିଚୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା "ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର...

ଭେଡେନ ଏନ୍,ଏସ୍,ସି ନ ହେବା ଦୁର୍ଭାଗ୍ଯ ଜନକ: ଜନ ଅସନ୍ତୋଷ ଆନ୍ଦୋଳନ ଦାନା ବାନ୍ଧୁଛି

ଭେଡେନ:ଭେଡେନ କୁ ଏନ୍,ଏସ୍,ସି ଘୋଷଣା କରିଥିଲେ ନବୀନ ସରକାର ।।ସେତେ ବେଳ ଭେଡେନ ସାରା ଆନନ୍ଦ ର ଲହରି ଖେଲିଯାଇଥିଲା ।। ସେତେବେଳେ ଖୁସି ରେ ସେତେବେଳ...

ବିଜେପି ପକ୍ଷରୁ ନୂଆଁଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ।

  ନୂଆଁଖାଇ ଏକ ଏମିତିକା ପର୍ବ ଯାହା ଭାଇଚାରା,ପରମ୍ପରା ଓ ସାମାଜିକ ନିଦର୍ଶନ କୁ ଏକ ସୂତ୍ରରେ ବାନ୍ଧି ନିଜର ପରିବାର ଜାତି ସମାଜ କୁ ଏକ...

ଜଗନ୍ନାଥ ସରକାଙ୍କୁ ରାୟଗଡା ଜିଲ୍ଲା ବିଜେଡ଼ି ସଭାପତି ଭାବେଘୋଷଣା କଲେପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  ବିଜୁ ଜନତା ଦଳ ୦୪/୦୯/୨୫ ତାରିଖରେ ଜଗନ୍ନାଥ ସରକାଙ୍କୁ ରାୟଗଡା ଜିଲ୍ଲା ସଭାପତି ଏବଂ ଗୟଧର ପୁଆଲା ଏବଂ ରଣଜିତ କୁମାର ପାଣିଗ୍ରାହିଙ୍କୁ ସଂଗଠିତ ଜିଲ୍ଲାର...

ପଡିଆ ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

  ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ୩୦/୮/୨୫ ତାରିଖ ଦିନ ପଡିଆ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ...

ରାୟଗଡା ଜିଲ୍ଲା ବିଜେଡିର ସଭାପତି ହେଲେ ଜଗନ୍ନାଥ ସାରକା

  ରାଜ୍ୟରେ ବିଜେଡି ଦଳର ଆଗଧାଡି ନେତୃତ୍ୱ ଭାସ୍କର ରାଓ ଛାଡ଼ିବେ ଦଳ!!! ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ...

ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ ସମୀକ୍ଷା

  ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କହଁରଙ୍କ ଚନ୍ଦ୍ରପୁର ତହସିଲ ପରିଦର୍ଶନ ଓ ରାଜସ୍ୱ କାର୍ଯ୍ୟକ୍ରମ...

କଳାହାଣ୍ଡି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ

  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ...

ନାଗରିକ ସମାଜର ସଂପୃକ୍ତି ଲୋଡିଲା କଂଗ୍ରେସ

ସଂଗଠନ ସୃଜନ ଅଭିଯାନ   ଭୁବନେଶ୍ୱର,  :- ଓଡିଶାରେ କଂଗ୍ରେସର ସମସ୍ତ ୩୫ ଗୋଟି ସାଙ୍ଗଠନିକ ଜିଲ୍ଲାର ସଭାପତି ଚୟନ ପାଇଁ ଆରମ୍ଭ ହୋଇଥିବା ସଂଗଠନ ସୃଜନ...

ଜିଲ୍ଳାପାଳଙ୍କ କାର୍ଯ୍ୟଳୟରେ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଧାୟକ..

  ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ବନଖଣ୍ଡ "ମାଁ ପାଇଁ ଗଛଟିଏ (ଏକ ପେଡ଼ ମାଁ କେ ନାମ)କାର୍ଯ୍ୟକ୍ରମର ରଥକୁ ୦୪/୦୯/୨୫ ତାରିଖରେ ମାଲକାନଗିରି ବିଧାୟକ...