ଆୟୁଷ୍ମାନ ଯୋଜନାରେ ଏତେ କମ୍ ଖର୍ଚ୍ଚରେ ଚିକିତ୍ସା କରିବାକୁ ଘରୋଇ ଡାକ୍ତରଖାନା ଅରାଜି, ରୋଗୀ ହନ୍ତସନ୍ତ
ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)କୁ ବନ୍ଦ କରାଯାଇ ରାଜ୍ୟରେ ‘ଆୟୁଷ୍ମାନ’ ଲାଗୁ ହେବା ପରଠାରୁ ବଢ଼ିବାରେ ଲାଗିଛି ରୋଗୀଙ୍କ ସମସ୍ୟା। ଆୟୁଷ୍ମାନ ଯୋଜନାରେ ବିଭିନ୍ନ...
