December 31, 2025
Home » ରାଜ୍ୟ » Page 109

ରାଜ୍ୟ

ସ୍ୱର୍ଣ୍ଣ ମନ୍ଦିରରେ “ଅପରେସନ୍ ବ୍ଲୁ ଷ୍ଟାର” ଭୁଲ୍ ଆଭିମୁଖ୍ୟ ଥିଲା:ପି ଚିଦାମ୍ବରମ

ନୂଆଦିଲ୍ଲୀ:ପି ଚିଦାମ୍ବରମ କହିଛନ୍ତି ଅପରେସନ୍ ବ୍ଲୁ ଷ୍ଟାର ଭୁଲ ଥିଲା । ଆଉ ଭୁଲ ଢଙ୍ଗରେ ଏହାକୁ କରାଯାଇଥିଲା । ଯାହାର ମୂଲ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା...

ଡୁଙ୍ଗୁରିପାଲି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଳନ କୁ ନେଇ ଆରଏମସି ସଭାଗୃହରେ ସଂଘର ସଭାପତି ପଦ୍ମବାଗ ଯାଦବ ଙ୍କ...

ପ୍ରକୃତି ବିହାର ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି  ରାଜଗିରି

ନୟାଗଡ଼:ନୟାଗଡ଼ ଜିଲ୍ଲାର ସବୁଠାରୁ ପ୍ରାକୃତିକ ମନୋମୁଗ୍ଧକର ପରିବେଶ ତଥା ଉଚ୍ଚା ପାହାଡ଼ ହେଉଛି ରାଜଗିରି I ପର୍ଯ୍ୟଟନ ପାଇଁ ଏହା ହେଉଛି ଏକ ଉକୃଷ୍ଣ ସ୍ଥାନ। ମହାମହୋପାଧ୍ୟାୟ...

ୟୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନମେଳା ଅନୁଷ୍ଠିତ

ନୟାଗଡ: ନୟାଗଡ ଜିଲ୍ଲା ସଦର ମହକୁମାସ୍ଥିତ ଯୁନିଟେକ ପବ୍ଲିକ ସ୍କୁଲରେ ଶିକ୍ଷା ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୯...

ଦୀନବନ୍ଧୁ ସ୍ନେହୀ ସଦନଠାରେ ମହିଳା ମାନଙ୍କ ପ୍ରତିଯୋଗିତା

ସ୍ନେହୀସମାଜ ତରଫରୁ ଦୀନବନ୍ଧୁ ସ୍ନେହୀ ସଦନଠାରେ ମହିଳା ମାନଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି |ଏଥିରେ ପ୍ରାୟ ୩୦ଜଣରୁ ଉର୍ଦ୍ଧ ମହିଳା ଅଂଶ ଗ୍ରହଣ କରିଥିଲେ |...

ହରଭଙ୍ଗା ଖଣ୍ଡ କେଳାକଟା ଠାରେ ବିଜୟା ଦଶମୀ ଉତ୍ସବ ପାଳନ l

  ସୁବର୍ଣ୍ଣପୁର:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଶତ ବାର୍ଷିକୀ ଉତ୍ସବ, ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଖଣ୍ଡ କେଳାକଟା ଠାରେ ଆଜି ସମାରୋପ କାର୍ଯ୍ୟକ୍ରମ କେଳାକଟା ଶାଖା ସ୍ୱୟଂସେବକ...

ହରଗୌରୀ ଙ୍କ ପୀଠରେ କୁଙ୍କୁମ ପୂଜା,ଭାଗନେଲେ ଶତାଧିକ ମହିଳା

ସୁବର୍ଣ୍ଣପୁର --ଆଜି ହରଗୌରୀ ଯାତ୍ରା ର ସପ୍ତମ ଦିବସରେ ବହୁ ପ୍ରତିକ୍ଷିତ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଯାଇଛି । ଢେରାପଡା ରେ ଅନୁଷ୍ଠିତ ହରଗୌରୀ ଯାତ୍ରା ସମୟରେ...

ବହୁ ଚର୍ଚ୍ଚିତ ସାରସ୍ୱତ ସୃଜନ ସ୍ବର୍ଣ୍ଣପଦ୍ମ ଚତୁର୍ଭୁଜ ପୁସ୍ତକ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର --ଆଜି ସୁବର୍ଣ୍ଣପୁର ମହାନଦୀଯୋଗ ବିହାର ସ୍ଥିତ ଶ୍ରୀ ଗୋପାଳଜୀ ଯୋଗାଶ୍ରମ ମଧ୍ୟରେ ଡକ୍ଟର ସନ୍ତୋଷ କୁମାର ପାଢ଼ୀଙ୍କ ସଭାପତିତ୍ବରେ ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ...

ଆରୋହଣ ଟ୍ରଷ୍ଟ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ଭୁବନେଶ୍ୱର, ଜୟଦେବ ବିହାର: ଆରୋହଣ ଟ୍ରଷ୍ଟ ପକ୍ଷରୁ ନିଗମ ହେଲ୍ଥ କେୟାର,କୈବଲ୍ୟ ଫିଶିଓ ଥେରାପି ଓ ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦ ସହଭାଗିତା ରେ ଜୟଦେବ...

ବଘିଆ କ୍ଲଷ୍ଟର ସ୍ତରୀୟ ସୁରଭି. ୨୦୨୫ ଅନୁଷ୍ଠିତ

ସୁବର୍ଣ୍ଣପୁର-- ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବଘିଆ ପଂଚାୟତ ବଘିଆ ସ୍କୁଲ ରେ ସି.ଆର.ସି.ସି ସୁରେଶ ଚନ୍ଦ୍ର ଘିବେଲା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବଘିଆ କ୍ଲଷ୍ଟର...