January 2, 2026
Home » ରାଜ୍ୟ » Page 182

ରାଜ୍ୟ

ଭୀମଟାଙ୍ଗିପାର୍କରେ ସ୍ଵାଧୀନତା ଦିବସ ପାଳିତ

ଶୁକ୍ରବାର ସକାଳ ୭ଟା ୩୦ ସମୟରେ ଭୀମେଶ୍ୱର ମନ୍ଦିରପାର୍କ ଭ୍ରମଣକାରୀସଂଘ ତରଫରୁ ଦେଶର ୭୯ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ପାର୍କ ପରିସର ମଧ୍ୟରେ ପାଳନ କରାଯାଇଥିଲା।ଏଥିରେ...

କଂଗ୍ରେସ ଭବନରେ ସ୍ୱାଧୀନତା ଦିବସ

ପୁଞ୍ଜିପତିଙ୍କ କବଳରୁ ଦେଶ ଓ ରାଜ୍ୟକୁ ରକ୍ଷା କରିବାକୁ ହେବ : ଭକ୍ତ ଭୁବନେଶ୍ୱର: ବୈଦେଶିକ ଉପନିଶେଦବାଦୀ ଇଂରେଜ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ହଜାର...

୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ

ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ମାନପୁର ଉଚ୍ଚ ବିଦ୍ୟାଳୟରେ ସ୍ବାଧିନତା ଦିବସ ଅଦ୍ୟ ତା୧୫/୮/୨୦୨୫ଶୁକ୍ରବାର ଦିନ ମହା ସମାରୋହରେ ପାଳନ କରାଯାଇଅଛି । ସକାଳ ଘ:୬:୩୦ମିନିଟରେ ବିଦ୍ୟାଳୟର...

ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସ୍ମାରକ ପତ୍ର ପ୍ରଦାନ

l ମାନ୍ୟବର ସଂସ୍କୃତି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସୁବର୍ଣ୍ଣପୁର ରହଣି ବେଳେ ତାଙ୍କୁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ , ରାଷ୍ଟ୍ରୀୟ ହିନ୍ଦୁ ସାମୁଖ୍ୟର କେନ୍ଦ୍ରୀୟ...

ଫରେଷ୍ଟ ସେକସନ କାର୍ଯ୍ୟାଳୟ ରେ ଜାତୀୟ ପତାକା ଉତ୍ତୋଳନ ହେଲା ନାହିଁ, ଗେଟ ସମ୍ମୁଖରେ ପତାକା ଉତ୍ତୋଳନ କଲେ ଗ୍ରାମବାସୀ

ସୁବର୍ଣ୍ଣପୁର --- ସାରା ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି 79 ତମ...

ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ପୂର୍ବ ସରକାର ରାଜ୍ୟର ହସ୍ତଶିଳ୍ପ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ କରିଥିଲେ । ଏହି...

ବ୍ଲକ ପ୍ରଶାସନ ଦ୍ୱାରା ହର ଘର ତ୍ରିରଙ୍ଗା, ହର ଘର ସ୍ୱଛତା ଅଭିଯାନ

l କଣ୍ଟାମାଳ ବ୍ଲକ ପ୍ରଶାସନ ଦ୍ୱାରା ହର ଘର ତ୍ରିରଙ୍ଗା ହରଘର ସ୍ୱଛତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ଦେବାଳୟ ଓ ଐତିହ ପୀଠ ଗୁଡିକୁ...

ଧର୍ମଗଡ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ପାଳିତ

ଧର୍ମଗଡ ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୭୯ ତମ ସ୍ବାଧିନତା ଦିବସ ତିନି ଛକ ଠାରେ ପାଳିତ ହୋଇଯାଇଛି। ବରିଷ୍ଠ ଅବସରପ୍ରାପ୍ତ ସରକାରୀ କର୍ମଚାରୀ...

ଧର୍ମଗଡ ଠାରେ ୭୯ ତମ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

ବ୍ୟକ୍ତିଗତ ଜୀବନର ସୂଚନାକୁ ସୋସିଆଲ ମିଡିଆରେ ପ୍ରକାଶ ନ କରିବାକୁ ଆହ୍ବାନ.... ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଧର୍ମଗଡ ଉପ...

ପୁରୀର ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ‌ ୭୯ ତମ ସ୍ୱାଧୀନତା ଦିବସ

ପୁରୀର ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ‌ ୭୯ ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ...