ପାଟନାଗଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାକୁ ବିରୋଧ କରି ରାୟଗଡ଼ା ବିଜେଡି ପକ୍ଷରୁ କପିଲାସ ଛକଠାରେ ପ୍ରତିବାଦ ସଭା ଅନୁଷ୍ଠିତ
ପାଟନାଗଡରେ ପ୍ରବାଦ ପୁରୁଷ, ଓଡି଼ଆ ଜାତିର ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାକୁ ବିରୋଧ କରି କପିଲାସ ଛକଠାରେ ମଙ୍ଗଳବାର ଅପରାହ୍ନ ୪ ଘଣ୍ଟିକ ସମୟରେ...
