March 29, 2026
Home » ରାଜ୍ୟ » Page 483

ରାଜ୍ୟ

ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ‘ ମଝିଘରିଆଣୀଙ୍କ ଆଜିଠାରୁ ପାଞ୍ଚ ଦିନ ସୁନାବେଶ

ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଆ ' ମଝିଘରିଆଣୀଙ୍କ ଆଜିଠାରୁ ଚୈତ୍ର ପର୍ବ ଓ ଝାମୁ ଯାତ୍ରା ଆରମ୍ଭ ହେଉଛି । ଆଜି ମଙ୍ଗଳବାର ଠାରୁ ଆସନ୍ତା ୧୨...

ମା ମଝିଘରିଆଣୀ ପୂଜା କମିଟି ପକ୍ଷରୁ ଶ୍ରୀ ରାମ ନବମୀ ଦିବସରେ ନବକନ୍ୟା ପୂଜା ଅନୁଷ୍ଠିତ

ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ପୂଜା କମିଟି ପକ୍ଷରୁ ଶ୍ରୀରାମ ନବମୀ ଏବଂ ଦୁର୍ଗା ନବମୀ ଅବସରରେ ରବିବାର ଦିନ ନଅ ଦୁର୍ଗାଙ୍କ ପ୍ରତୀକ ରୂପେ...

ପୁରୀ ମନ୍ଦିରରରେ ପଣ୍ଡାଙ୍କ ଦ୍ଵାରା ମହିଳା ସମ୍ବାଦିକାଙ୍କୁ ଦୁର୍ବ୍ୟବହାର ନେଇ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ପୁରୀ ଠାରେ କାର୍ଯ୍ୟରତ ମହିଳା ସମ୍ବାଦିକାଙ୍କୁ ମନ୍ଦିରର ପଣ୍ଡାଙ୍କ ଦ୍ଵାରା ଦୁର୍ବ୍ୟବହାର ଘଟଣାକୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ...

ମୁଖ୍ୟମନ୍ତ୍ରୀ ଚାମ୍ପିୟନ ଟ୍ରଫି ଫୁଟବଲ ଟର୍ନାମେଣ୍ଟ ପ୍ରତିଯୋଗିତା ଆରମ୍ଭ

ରାୟଗଡ ଜିଲ୍ଲା ସ୍ଥରୀୟ ମୁଖ୍ୟମନ୍ତ୍ରୀ ଚାମ୍ପିୟନ ଫୁଟବଲ ଟୁର୍ନାମେଣ୍ଟ ପ୍ରତିଯୋଗିତା ତା. ୬/୦୪/୨୦୨୫ ରିଖ ଦିନ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଶୁଭାରମ୍ଭ...

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ତା: ୦୭.୦୪.୨୦୨୫ ରିଖ ଦିନ ଯୁଗ୍ମ ଅଭିଯୋଗ...

ଶ୍ରୀରାମ ନବମୀ କୋରାପୁଟରେ ଧୁମଧାମରେ ପାଳିତ

କୋରାପୁଟ ସହରରେ ରବିବାର ଦିନ ଶ୍ରୀରାମ ନବମୀ ଧୁମଧାମରେ ପାଳିତ ହୋଇଯାଇଛି । ଦୀର୍ଘ ବର୍ଷରୁ ଚାଲିଆସୁଥିବା ପରମ୍ପରାକୁ ବଜାୟ ରଖି ନୀତି ନିୟମ ସହକାରେ ଶ୍ରୀରାମଙ୍କ...

ମାଗଣା ଦର୍ଶନ ସେବା ରଥ ଓ ବିଶୁଦ୍ଧ ଥଣ୍ଡା ୱାଟର ଫିଲ୍ଟଟର ର ଶୁଭ ଉଦ୍ଘାଟନ କଲେ ବିଧାୟକ।

ବ୍ରହ୍ମପୁର: ବିଶ୍ବ ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଅବସରରେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ତରଫରୁ ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ମାନଙ୍କ...

ଦଳପତି ସ୍ବର୍ଗତ ଅଶୋକ କୁମାର ପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସଭା,

ବ୍ରହ୍ମପୁର: ଦଳପତି ମହାସଭା ଆନୁକୂଲ୍ୟରେ ହର୍ଷ ବିହାର ପ୍ରଥମ ଲାଇନ ସ୍ଥିତ ଦାଦିମା ମନ୍ଦିର ଠାରେ ସ୍ବର୍ଗତ ଅଶୋକ କୁମାର ପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ...

ଦଳପତି ସମାଜକୁ ଓବିସି ଅନ୍ତର ଭୁକ୍ତ କରିବାକୁ ଦାଵୀ

ବ୍ରହ୍ମପୁର : ଦଳପତି ମହାସଭାରପ୍ରଥମ କେନ୍ଦ୍ରୀୟ କାର୍ଯ୍ଯ କାରି କମିଟି ର ସଭା ଆଜି ସ୍ଥାନୀୟ ସଂଜୀବନୀ ବିହାର ଠାରେ ପ୍ରମୋଦ ଜେନାଙ୍କ ପୌରହିତରେ ଆୟୋଜିତ ହୋଇଯାଇଅଛି...

ସୁଦୂର ଭୁବନେଶ୍ୱରରୁ ମାନସିକ ପୂରଣ ନେଇ ଶ୍ରୀ ରାମଚନ୍ଦ୍ର ବେଶଧାରୀ

ବ୍ରହ୍ମପୁର, : ପବିତ୍ର ଶ୍ରୀ ରାମ ନବମୀ ଅବସରରେ ସ୍ଥାନୀୟ ଦେଶୀ ବେହେରା ସାହି ଠାରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ...