ସେବା ସଂକଳ୍ପ ଅଭିଯାନ ଅବସରରେ ସଡ଼କ ସୁରକ୍ଷା ସଚେତନତାକୁ ନେଇ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ
ରାଇରଙ୍ଗପୁର, : ସେବା ସଂକଳ୍ପ ଅଭିଯାନ ଅବସରରେ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଇରଙ୍ଗପୁରସ୍ଥିତ ଏସ୍.ଏସ୍.ଡି. ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ...
