March 26, 2026
Home » ରାଜ୍ୟ » Page 515

ରାଜ୍ୟ

୨୨ତମ ଜାତୀୟ ନାଟକ ମହୋତ୍ସବ କାନଫେଷ୍ଟ ୨୦୨୫ ଉଦ୍ଘାଟିତ

ବନ୍ଦର ନଗରୀ ପାରାଦୀପର ଜୟଦେବ ସଦନ ଠାରେ କାନମାସ ଦ୍ଵାରା ଆୟୋଜିତ ୨୨ତମ ଜାତୀୟ ନାଟକ ମହୋତ୍ସବ ୧୯ ତାରିଖ ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ବନ୍ଦରର...

ବିଶ୍ୱ ପଖାଳ ଦିବସ

୧୯୩୪ ମସିହାରେ ଗାନ୍ଧୀଜୀଙ୍କର ଓଡ଼ିଶାରେ ପଦଯାତ୍ରା ସମୟରେ ପିପିଲି ନିକଟସ୍ଥ ଶିଉଳା ଛକଠାରେ ପଦଯାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା । ମଧ୍ୟାହ୍ନ ଭୋଜନପରେ ଯେଉଁ...

ଆଜି ଠାରୁ ଆରମ୍ଭ ହେଲା ମାଟ୍ରିକ୍‌ ଖାତା ଦେଖା

କଟକ: ରାଜ୍ୟର ୧୧ ହଜାର ୮ ଶହ ହାଇସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନରେ ନିୟୋଜିତ ହୋଇଛନ୍ତି। ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ସବଜେକ୍ଟିଭ୍‌ ଉତ୍ତର ଖାତା କଡ଼ା ସୁରକ୍ଷା...

ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଶୋକସଭା

କେନ୍ଦୁଝର,ତା୧୮/୩- ଗତକାଲି ସନ୍ଧ୍ୟାରେ ରମାକାନ୍ତ ରଥଙ୍କ ବିୟୋଗରେ ହାତଲେଖା ଓଡ଼ିଆ କବିତା ପରିବାର ପକ୍ଷରୁ ମୁକୁନ୍ଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି ।...

ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଯ୍ୟାତିୟ ମହିଳା ଦିବସ ପାଳିତ

ପାରାଦୀପ - ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆନ୍ତର୍ଯ୍ୟାତିୟ ମହିଳା ଦିବସ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି l ବନ୍ଦର ର ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା...

କୁଚିଣ୍ଡା ରେ ଅଦ୍ବିକା ଟେଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ

କୁଚିଣ୍ଡା:ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟ କୁଚିଣ୍ଡା ତରଫରୁ ଅଦ୍ବିକା ପ୍ରତିଭା ଚୟନ କାର୍ଯ୍ୟକ୍ରମ ସିଡିପିଓ କୁଚିଣ୍ଡା ରାଜଶ୍ରୀ ପରିଡା ଙ୍କ ତତ୍ବାବଧାନରେ ହୋଇଥିବା...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି l ବୈଠକରେ...

ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ବ୍ଲକ ଅନ୍ତର୍ଗତ କଇ଼ଁଝର ପଞ୍ଚାୟତ ସଭାଗୃହ ଠାରେ ଟିକାବାଲି ବୃହଦାକାର ବହୁମୁଖୀ ସମବାୟ ସମିତି...

ୟୁଜିସ୍ ଡ୍ରାଫ୍‌ଟ୍-୨୦୨୫ ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନ ସଭା ଘେରାଉ

ଭୁବନେଶ୍ଵର, ତା. ୧୮/୦୩ ରିଖ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଡ୍ରାଫ୍‌ଟ୍ ୟୁଜିସି ରେଗୁଲେସନ ୨୦୨୫ ପ୍ରତିବାଦରେ ଏବଂ ବିଶେଷ କରି ଛାତ୍ରମାନଙ୍କର ସମସ୍ୟା...

ପବିତ୍ର ଚୈତ୍ର ପର୍ବ ଅବସରରେ ମା’ତାରାତାରିଣୀ ପୀଠ ଠାରେ ପ୍ରଶାସନ ପକ୍ଷରୁ ଭଜନ ଓ ଲୋକ ନୃତ୍ୟ ପରିବେଷଣ।

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀ ପୀଠ ଠାରେ ଅନୁଷ୍ଟିତ ହେବାକୁ ଥିବା ଚୈତ୍ର ପର୍ବ ପାଳନ ଅବସରରେ ଭକ୍ତ ମାନଙ୍କ ନିମନ୍ତେ...