March 26, 2026
Home » ରାଜ୍ୟ » Page 542

ରାଜ୍ୟ

ଅତିରିକ୍ତ ଜିଲ୍ଲାପାଳ ନବରଙ୍ଗପୁର ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର...

ଅର୍ନ୍ତଜାତୀୟ ହ୍ଵିଲ ଚେୟାର ଦିବସ ଅନୁଷ୍ଠିତ

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜ଼ିଲ୍ଲା...

ନାରାୟଣପୁର କୁ ବ୍ଳକ ଘୋଷଣା କରିବା ପାଇଁ ରାଜସ୍ବ ମନ୍ତ୍ରୀ ଓ ସାଂସଦଙ୍କୁ ଅଞ୍ଚଳବାସୀ ଙ୍କ ଦାବିପତ୍ର ପ୍ରଦାନ l

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସର୍ବବୃହତ୍ ନାରାୟଣପୁର ଗ୍ରାମ ତଥା ଏହାର ଆଖପାଖ ପଞ୍ଚାୟତଗୁଡିକୁ ନେଇ ନାରାୟଣପୁର ବ୍ଳକ ଘୋଷଣା କରିବାକୁ ଦାବି ହେଉଛି। ଏନେଇ...

ପୁରୀ ରେ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ

ପୁରୀ: ପ୍ରତ୍ୟେକ ମହିଳା ମାନଙ୍କ ମଧ୍ୟରେ ପ୍ରତିଭା ରହିଛି।ଏହାର ଉପଯୋଗ କରି ସେମାନେ ଜଣେ ଜଣେ ଉଦ୍ୟୋଗୀ ହୋଇ ପାରିବେ।ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା...

ରାଜ୍ୟରେ ମହିଳା ହିଂସା ସୀମା ଟପିଛି – ଭକ୍ତ ଚରଣ ଦାସ ବେଟି ପଢ଼ାଓ, ବେଟି ବଚାଓ ସ୍ଲୋଗାନ ଲଜ୍ଜା ଲାଗୁଛି

ଭୁବନେଶ୍ବର : ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ବିପଦଜନ୍ନକ ସ୍ଥିତିରେ ରହିଛି । ଗୋଟିକ ପରେ ଗୋଟିଏ ମହିଳା ହିଂସା ଡବଲ ଇଞ୍ଜିନ ସରକାରର ମୁଖା ଖୋଲିଦେଇଛି। ବେଟି...

ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର।

କେନ୍ଦୁଝର: ପାଟଣା ବ୍ଲକର ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ କୁଆପଶି ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ଏକ ପୋଖରୀରୁ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କ...

ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

କେନ୍ଦୁଝର: କେନ୍ଦୁଝର ସହର ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁର ଠାରେ କେନ୍ଦୁଝର ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତିଳୋତ୍ତମା...

ପୋଲ ତଳକୁ ଖସିଲା କାର,ଜଣେ ମୃତ ଜଣେ ଗୁରୁତର

କେନ୍ଦୁଝର: ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାରେ ଥିବା ଡେଣୁଆଁ ଜହ୍ନେଇ ନାଳ ପୋଲ ତଳକୁ ଏକ କାର ଖସି ଯାଇଥିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ସାରାଦେଶରେ ଡିଲିମିଟେସନ ହେବ ବଦଳିବ ନିର୍ବାଚନମଣ୍ଡଳୀର ସୀମା!

ନିର୍ବାଚନ ମଣ୍ଡଳୀଗୁଡିକ ସୀମା ବଦଳିବ। ଖୁବ୍ ଶୀଘ୍ର ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଏହା ସମସ୍ତଙ୍କ...