January 2, 2026
Home » ରାଜ୍ୟ » Page 547

ରାଜ୍ୟ

ପୂର୍ବତଟ ରେଳପଥକୁ ଦୁର୍ବଳ, ଶ୍ରୀହୀନ ଓ ବିକଳାଙ୍ଗ କରିବା ଷଡ଼ଯନ୍ତ୍ର ବିରୋଧରେ ଜୋରଦାର ଲଢେଇ ହେବ ଅଯୋଗ୍ୟ ଅଶ୍ବିନୀ ବୈଷ୍ଣବଙ୍କ ଏ କୁକର୍ମ ପାଇଁ ବିଜେଡ଼ି ବି ଦାୟୀ !

ଭୁବନେଶ୍ଵର: ଆପଣମାନେ ଜାଣନ୍ତି ଯେ, ଓଡ଼ିଆ ସ୍ଵାଭିମାନ ଓ ଅସ୍ମିତାର ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ରାଜ୍ୟର ବିଜେପି ସରକାର ଅମଳରେ ହିଁ ଓଡ଼ିଆ ଅସ୍ମିତା ଉପରେ...

କନ୍ଧମାଳ ଜିଲ୍ଲା ରେ ଚାଷୀ ମାନଙ୍କୁ ଇନ୍ ପୁଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ

_ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା କର୍ପୋରେସନ ପଡିଆ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...

ଏମ ୟୁ ଜି ର କର୍ମକର୍ତ୍ତା ଚୟନ

ମାଲକାନଗିରି ୟୁନିୟନ ଅଫ୍ ଜର୍ଣାଲିଷ୍ଟସ (MUJ) କାର୍ଯ୍ୟାଳୟରେ ମାଲକାନଗିରି ଜିଲ୍ଲା ସଦରମହକୁମା ଏବଂ ସମସ୍ତ ବ୍ଲକରୁ ଆସିଥିବା ସଦସ୍ୟ ମାନଙ୍କୁ ନେଇ ଗୋଟିଏ ବୈଠକ ଏବଂ ଏଥିସହିତ...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ “ଚାଷୀ କ୍ୱିଣ୍ଟାଲ ପ୍ରତି ଟ.୩୧୦୦/-ଙ୍କା ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ପାଇବେ”

ଚାଷୀଙ୍କୁ ଧାନ ବିକ୍ରି ଇନପୁଟ୍ ସହାୟତା ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଜିସିଡ଼ି ପଡ଼ିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ସଂଖ୍ୟାରେ ଚାଷୀ...

ଚଇତି ୨୦୨୪.ବଡ ଧୁମ ଧାମରେ ହେଲା ଶୁଭାରମ୍ଭ “ସୌରlଲିପି ଉତ୍ପତି ସ୍ଥଳ ଅକ୍ଷର ବ୍ରହ୍ମ ମନ୍ଦିରରୁ ଉଠିଲା ଶୁଭ କଳସ”

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ମରୀଚଗୁଡା ଠାରେ ଚଇତି -୨୦୨୪ ଆଜି ତା. ୮/୧୨/୨୦୨୪ ରିଖରେ ଶୁଭାରମ୍ଭ ହୋଇଯାଇଛି l ମରିଚ଼ଗୁଡ଼ା ଗ୍ରାମରେ ସୌରା ଆଦିବାସୀ ମାନଙ୍କର...

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ବ୍ଳକ ତରଫରୁ ସ୍ୱଛତା ଅଭିଜାନ ପାଳିତ ।

ରାମନାଗୁଡା :-୯/୧୨/୨୪ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଓ ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ସ୍ୱଛତା ଅଭିଜାନ କାର୍ଯ୍ୟକ୍ରମ...

ସାହିତ୍ୟ ସମାରୋହ ଓ କବିତା ଆସର ଅନୁଷ୍ଠିତ

ରାମନାଗୁଡା : ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ସମିତି ରେ ବ୍ଲକ ସ୍ତରୀୟ ଚଇତି ମହୋତ୍ସବ ୨୦୨୪ ଅବସର ରେ ପ୍ରଥମ ଥର ପାଇଁ...

ମୁକୁଳା ଅବସ୍ଥାରେ ପଡ଼ିଛି ଜିରାଳ ଯାତ୍ରା ପଡିଆ ଟ୍ରାନ୍ସଫର୍ମର

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜିରଳ ଗ୍ରାମ ଯାତ୍ରା ପଡିଆ ମଧ୍ୟରେ ଥିବା ଟ୍ରାନ୍ସଫର୍ମର ଟି ମୁକୁଳା ଅବସ୍ଥାରେ ବିପଦପୂର୍ଣ୍ଣ ଭାବରେ ପଡ଼ିଛି। ଏହି ଜାଗା...

ଜିଲ୍ଲା ସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ

ସାରା ବିଶ୍ୱରେ ଡିସେମ୍ବର ୫ତରିଖ କୁ ମୃତ୍ତିକା ଦିବସ ଭାବେ ପାଳନ କରାଯାଉଛି, ଏନେଇ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କୃଷିବିଭାଗ ତରଫରୁ ମଣିଜଙ୍ଗା ସ୍ଥିତ କଲ୍ୟାଣ...

ଗୃହରକ୍ଷୀ ବାହିନୀ ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ

ଜଗତସିଂହପୁର ଜ଼ିଲ୍ଲା ର ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଜ଼ିଲ୍ଲା ଗୃହରକ୍ଷୀ ବାହିନୀ ର ୬୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏଥିରେ ଜ଼ିଲ୍ଲା...