ଓଡ଼ିଆ ଲିପି ଗଠନରେ ସୁବର୍ଣ୍ଣପୁରର ମହତ୍ବପୂର୍ଣ୍ଣ ଭୂମିକା ରହିଛି : ଐତିହ୍ୟ ଆଲୋଚନା ‘ସୁବର୍ଣ୍ଣପୁରର ଶିଳାଲେଖ’ରେ ବକ୍ତାଙ୍କ ମନ୍ତବ୍ୟ l
ସୁବର୍ଣ୍ଣପୁର --ଐତିହ୍ୟର ସଂରକ୍ଷଣ ପାଇଁ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନଟାକ୍ ର ସୋନପୁର ଶାଖା ତରଫରୁ ଏକ ଐତିହ୍ୟ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁରର...
