ଏସବିଆଇ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ସିଜିଏମ୍ଙ୍କ ଦୃଷ୍ଟି ଆକର୍ଷଣ କଲା ଏଚ୍ଏମ୍ଏସ୍
5 ମାସର ଦରମା ପାଇନାହାନ୍ତି ବ୍ରହ୍ମପୁର : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ଏସବିଆଇ ମୁଖ୍ୟ (ସିଜିଏମ୍)ଙ୍କ ଦୃଷ୍ଟି ଆକର୍ଷଣ...
