December 30, 2025
Home » ରାଜ୍ୟ » Page 73

ରାଜ୍ୟ

ହବିଷ୍ୟାଳୀ ମା ମାନଙ୍କର ଘରବାହୁଡା ପ୍ରସ୍ତୁତି: ମୁହଁରେ ଦୁଃଖ ଶ୍ରୀକ୍ଷେତ୍ର ଛାଡୁଥିବାରୁ

  ପୁରୀ : ଏକ ମାସର ନିରବଚ୍ଛିନ୍ନ ହବିଷ ବ୍ରତ ବା ରାଈଦାମୋଦର ବ୍ରତ ପରେ ନିଜ ନିଜ ଘରକୁ ଫେରିବାକୁ ତତ୍ପର ହେଲେଣି ହବିଷ୍ୟାଳୀ ମା...

ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି ପଡିବ କି?ଚିକିତ୍ସାଳୟ ଉଦଘାଟନ ହେବ କେବେ? ବିଳମ୍ବ ପାଇଁ ସାଧାରଣ ରେ ବଢୁଛି ଅସନ୍ତୋଷ

  ସୁବର୍ଣ୍ଣପୁର: ବୌଦ୍ଧ ଜ଼ିଲ୍ଲାର ମୁଖ୍ୟାଳୟ ଠାରେ ଏକ 300 ଶଯ୍ୟା ଓ ପୁରୁଣାକଟକ ଡିଗ୍ରୀ କଲେଜ ପାଖରେ ଏକ 30 ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ...

ତୃତୀୟ ଦିନରେ ବିଶ୍ୱ ସମୃଦ୍ଧି ଯଜୁର୍ବେଦ ମହାଯଜ୍ଞ

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ତlଳସରଡ଼ା ପଂଚାୟତ ଡମ୍ବରୁଗଡ଼ କଂକଲା ଶ୍ରୀ ସିଦ୍ଧଗୁରୁ ବାବା ମଠ ଠାରେ ମଠର ମହନ୍ତ ସର୍ବେଶ୍ୱର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବିଶ୍ୱ ସମୃଦ୍ଧି...

ତେନ୍ତୁଳିପାଲି କୈଳାସି ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ l

ସୁବର୍ଣ୍ଣପୁର--- ବୌଦ୍ଧ ବ୍ଲକ ବହିରା ପଞ୍ଚାୟତ ତେନ୍ତୁଳିପାଲି ଗ୍ରାମରେ କୈଳାସି ଯାତ୍ରା ଉପଲକ୍ଷେ ମା ଶାରଦା ନାଟ୍ୟ ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ ଭାଙ୍ଗିଲା ସଂସାର ଯୋଡିବ...

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ବଣ୍ଚନ

ଯୋଡ଼ା -  ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାଶିଆ ମାଇନ୍ସର ପାରିପାର୍ଶ୍ୱିକ ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଟେଷ୍ଟପେପର...

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିଵସ ପାଳନ ୨୦୨୫

  ବରଗଡ଼: ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ-୨୦୨୫ ପାଳିତ ହୋଇଥିଲା । ଏଥିରେ ଜିଲ୍ଲା କୃଷି ଅଧିକାରୀ...

ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି

    ଭୁବନେଶ୍ୱର :  କଂଗ୍ରେସ ଭବନଠାରେ ଆଦିବାସୀ ମାଙ୍କଡ଼ିଆ ସମାଜର ଦୁର୍ଦଶା ଉପରେ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ...

ଯୋଗାଣ ମନ୍ତ୍ରୀଙ୍କ ଜାଲି ପ୍ୟାନକାର୍ଡ କାରବାର

    ଭୁବନେଶ୍ୱର : ଗତ ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନରେ ୫୫ ନମ୍ବର ଢ଼େଙ୍କାନାଳ ବିଧାନସଭା ଆସନ ପାଇଁ କୃଷ୍ଣଚନ୍ଦ୍ର ପାତ୍ର ଭାରତୀୟ ଜନତାପାର୍ଟି ଦଳ...

ସ୍ବତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ

କାର୍ତ୍ତିକ ମାସରେ ପବିତ୍ର ପଞ୍ଚୁକରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଜାରି ରହିଛି । ସ୍ବତନ୍ତ୍ର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ଆଜି ପବିତ୍ର ପଞ୍ଚୁକର...

ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

  ପୁରୀ : ପ୍ରତିଟି ହବିଷ୍ୟାଳୀ ମା ଆମ ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବାର୍ତ୍ତାବହ।ମା ସୁଭଦ୍ରା ପ୍ରେମ, କରୁଣା, ସମତା, ମମତା ଓ ସମନ୍ୱୟ ର...