March 14, 2026
Home » ରାଜ୍ୟ » Page 764

ରାଜ୍ୟ

ମୁଣ୍ଡିପଦର କ୍ଲଷ୍ଟର ରେ ମୌଳିକ ସାକ୍ଷରତା ଓ ଗଳ୍ପ ଉତ୍ସବ ଅନୁଷ୍ଠିତ

ବୌଦ୍ଧ -- ବୌଦ୍ଧ ଜିଲ୍ଲା ମୁଣ୍ଡିପଦର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଲସପାଟ ଠାରେ ଜବାହାର୍ ନବୋଦୟ ବିଦ୍ୟାଳୟ ,ବୌଦ୍ଧ ର ବରିଷ୍ଠ ଶିକ୍ଷକ...

ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବୌଦ୍ଧ --ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ ହୋଇଯାଇଛି ।...

ମାୟାବର୍ହା ହାଇସ୍କୁଲ ରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ସୁବର୍ଣ୍ଣପୁର --ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ରାସ୍ତା ଘାଟରେ...

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପlରୋଷାନ ସାହୁଙ୍କ ରାୟଗଡ ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

  ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀମତୀ ରୂପା ରୋଶନ ସାହୁ ଦିନିକିଆ ରlୟଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ସାନ୍ଧ୍ୟ ୪. ୦୦ ଘଟିକା ସମୟରେ ସ୍ଥାନୀୟ...

ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ଜିଲ୍ଲାପାଳ ଜନସେବା କେନ୍ଦ୍ର ପରିଦର୍ଶନ

  ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଜାରିରହିଛି l ଯୋଜନାର ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ...

ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

  ନୂଆଦିଲ୍ଲୀ: ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ନେଇଛନ୍ତି ।...

ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ପୀଠରେ ଶ୍ରୀ ଗଣେଶ ଚତୁର୍ଥୀ ଯାତ୍ରା ଶାନ୍ତି ଶୃଙ୍ଖଳା ଏବଂ ସଫଳତାର ସହ ସମାପନ

ବ୍ରହ୍ମପୁର, ୧୨/୯ : ପଞ୍ଚମା ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବିନାୟକ ପୀଠରେ ଶ୍ରୀ ଗଣେଶ ଚତୁର୍ଥୀ ଯାତ୍ରା ଶାନ୍ତି ଶୃଙ୍ଖଳା ଏବଂ ସଫଳତାର ସହ ସମାପନ...

ବିଜେପି ଓବିସି ମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ପକ୍ଷରୁ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ

  ବ୍ରହ୍ମପୁର, ୧୧/୯ : ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ପକ୍ଷରୁ "ସଦସ୍ୟତା ଅଭିଯାନ କର୍ମଶାଳା" ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ...

ଗୋପାଳପୁରରେ ଉଦଘାଟିତ ହେଲା ଅଲ୍ ଓଡିଶା ସିନିୟର ଷ୍ଟେଟ ରେଙ୍କିଙ୍ଗ୍ ବ୍ୟାଟମିଟନ୍ ଟୁର୍ଣ୍ଣାମେଣ୍ଚ

ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଥିବା ଗୋପାଳପୁର ଠାରେ ଉଦଘାଟିତ ହୋଇଛି ଅଲ୍ ଓଡିଶା ସିନିୟର ଷ୍ଟେଟ ରେଙ୍କିଙ୍ଗ୍ ବ୍ୟାଟମିଟନ୍ ଟୁର୍ଣ୍ଣାମେଣ୍ଚ । ସ୍ଥାନୀୟ...

ମାୟାବର୍ହା ହାଇସ୍କୁଲ ରେ ଜାତୀୟ ହିନ୍ଦି ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଜାତୀୟ ହିନ୍ଦି ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବ ଅନୁଷ୍ଠିତ...