ନୟାଗଡ଼ ଜିଲ୍ଲାସ୍ତରୀୟ କଳା ଉତ୍ସବ ପ୍ରତିଯୋଗିତାରେ ୧୧ଟି ବିଭାଗରେ ପ୍ରତିଯୋଗୀ ମାନେ ରାଜ୍ୟସ୍ତରକୁ ମନୋନୀତ ।
ନୟାଗଡ଼:ନୟାଗଡ଼ ଜିଲ୍ଲା ସ୍ତରୀୟ କଳା ଉତ୍ସବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୃଜନ ସଭାଗୃହରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି...
