June 23, 2026

Main Story

Editor’s Picks

Trending Story

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ

  ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ ପୁସ୍ତକ ଉନ୍ମୋଚିତ.... ଜୟପାଟଣା ବ୍ଲକ ଅନ୍ତର୍ଗତ କାଳୀକୃଷ୍ଣ ସଂଘ ଉଛଳା ଶାଖା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ନୂଆଖାଇ...

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବାର ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଜୀବନ ରୁ ମାରିଦେବା ପାଇଁ ଧମକ

  ସାମ୍ବାଦିକ ପକ୍ଷରୁ ଜୁନାଗଡ ଥାନା ରେ ଏତଲା.... କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଜାଲ କାଗଜ ପତ୍ର ଦାଖଲ କରି କାର୍ଯ୍ୟରତ ସରକାରୀ...

ବିଏମ୍ ସି ପକ୍ଷରୁ ଟଙ୍କପାଣି ରାସ୍ତାରେ ହେଲା ଗଣ ସଫେଇ ଓ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

  ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଜାରି ରହିଛି ଗଣ ସଫେଇ କାର୍ଯ୍ୟକ୍ରମ । ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଜନ...

ଗୋଟିଏ ଛତା ତଳେ ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଲା ବିଏମ୍ ସି

    ଭୁବନେଶ୍ୱର:: ନାଗରିକଙ୍କ ସେବାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) । ଗୋଟିଏ ଛତା ତଳେ ଆଫର୍ଡେବ୍ଲ୍ୟୁ ହାଉସିଂ ଯୋଜନାରେ ଗୃହ ପାଇଥିବା ଲୋକମାନଙ୍କୁ...

“ସ୍ୱାସ୍ଥ୍ୟ ହିଁ ସମ୍ପଦ”

ଜିଲ୍ଲାପାଳଙ୍କ ନୂତନ ପରିକଳ୍ପନା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଅଭିନବ ପ୍ରୟାସ ରେ ସରକାରୀ କର୍ମଚାରୀ ଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର। "ସ୍ୱାସ୍ଥ୍ୟ ହିଁ ସମ୍ପଦ" କଳାହାଣ୍ଡି...

ସାରର ଉପଲବ୍ଧତା ନେଇ ରହୁଥିବା ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

  ଭୁବନେଶ୍ୱର:   କୃଷକମାନଙ୍କ ପାଖରେ ସେମାନଙ୍କର ଆବଶ୍ୟକତାଅନୁସାରେସାର ଠିକ୍‌ ଭାବରେପହଞ୍ଚୁଛୁକିନାହିଁ, ସେଥିପାଇଁ କି କି ସମସ୍ୟା ରହୁଛି, ସେସଂପର୍କରେଆଜିମୁଖ୍ୟଶାସନସଚିବସମସ୍ତଜିଲ୍ଲାପାଳମାନଙ୍କସହିତଏକବୈଠକରେସଦ୍ୟତମସ୍ଥିତିସମୀକ୍ଷାକରିଥିଲେ।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନେ ଆଭାସୀ...

ରାଜ୍ୟ ବାହାରେ ବଜାର ବିସ୍ତାର କଲା ଓମ୍ଫେଡ୍

  ନୂଆ ଦିଲ୍ଲୀର ଓଡିଶା ନିବାସରେ ଖୋଲିଲା ଷ୍ଟଲ  ହାଉସ ଖସ ଜଗନ୍ନାଥ ମନ୍ଦିରରେ ମଧ୍ୟ ଓମ୍ଫେଡ୍ ଘିଅ ଉପଲବ୍ଧ   ଓଡିଶାର ଦୁଗ୍ଧଜାତ ଦ୍ରବ୍ୟ ଏବେ...

ଓଡିଶାରେ ଭୁଶୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା

  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ବାବୁ ଦୃଷ୍ଟି ଦେବାକୁ କଂଗ୍ରେସର ଦାବି ଭୁବନେଶ୍ୱର,  :- ନିକଟରେ ଶିକ୍ଷା ମନ୍ତ୍ରାଳୟ ପ୍ରକାଶ କରିଥିବା...

ଟ୍ରାକ୍ଟର ଡ୍ରାଇଭରଙ୍କ ସାହସିକ ମାନବିକତା,ନାଳର ପ୍ରଖର ସ୍ରୋତରୁ ବଞ୍ଚାଇଲେ ତିନି ମହିଳାଙ୍କ ଜୀବନ।

  ଥୁଆମୂଲ ରାମପୁର ବ୍ଲକ ବଡବଫଲା ଗ୍ରାମର ଦୁଇ ଯୁବତୀ ଓ ଅଡ୍ରି ଗ୍ରାମର ଜଣେ ମହିଳା ଚାନ୍ଦଗିରୀ ନାଳ ନିକଟରେ କାମ କରୁଥିବା ବେଳେ ବର୍ଷା...

୧୦ ବର୍ଷ ହେଲା ମନ୍ଥନ ଗତିରେ ଚାଲିଛି ୧୦୨ କୋଟିର ସିର୍ତ୍ତିଗୁଡ଼ା-କେସିଙ୍ଗା ଗ୍ରୀଡ୍ ପ୍ରକଳ୍ପ

  କନ୍ଧମାଳ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ୍ ସିର୍ତ୍ତିଗୁଡ଼ା ଠାରେ ୧୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ସିତ୍ତୀଗୁଡା-କେସିଙ୍ଗା ଗ୍ରୀଡ଼ ଷ୍ଟେସନ ପ୍ରକଳ୍ପ 10...