ସିଏମ୍ ଟ୍ରଫି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନ ୨୦୨୫ ଅନୁଷ୍ଟିତ
ଦେଓଗଡ଼ ଜିଲ୍ଲା ଇନ୍ଦ୍ରାଗାନ୍ଧୀ ଷ୍ଟୁlଡିଓମ ଠାରେ ସାତ ଦିନିଆ ପନ୍ଦର ବର୍ଷ ରୁ କମ ଖେଳାଳି ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ଅନୁଷ୍ଟିତ ହୋଇଛି।...
ଦେଓଗଡ଼ ଜିଲ୍ଲା ଇନ୍ଦ୍ରାଗାନ୍ଧୀ ଷ୍ଟୁlଡିଓମ ଠାରେ ସାତ ଦିନିଆ ପନ୍ଦର ବର୍ଷ ରୁ କମ ଖେଳାଳି ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ଅନୁଷ୍ଟିତ ହୋଇଛି।...
ସୁବର୍ଣ୍ଣପୁର--ସୋନପୁର - ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୋନପୁର ସହର ବ୍ଲକ ଛକ ଠାରୁ ଦେଢ଼ କି.ମି ଦୂର ଝିଙ୍କି କୃଷି ବିଜ୍ଞାନ କେନ୍ଦ୍ର ନିକଟରେ...
ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ର ଦ୍ଵିତୀୟ ଦିବସ ଖେଳ ଅନୁଷ୍ଟିତ ହୋଇ...
ହିମାଳୟନ ନାଗଟିବା ଟ୍ରେକିଙ୍ଗ ସଫଳତାର ସହ ଶେଷ କଲେ ଛାତ୍ରଛାତ୍ରୀ..... ଚଳିତ ଉତ୍କଳ ଦିବସ ରେ ଓଡିଶାର କଳାହାଣ୍ଡି ଜିଲ୍ଲାର ୨୬ ଜଣିଆ ଦୁଃସାହସିକ ପର୍ବତାରୋହୀ ଦଳ...
ଭୁବନେଶ୍ୱର:- ଶ୍ରୀରାମ ନବମୀ ପାଳନ ଅବସରରେ ପୋଖରୀପୁଟ ପ୍ରଜାପିତା ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଯୋଗ ଭଟ୍ଟି ଆୟାଜନ କରା ଯାଇଥିଲା। ସ୍ଥାନୀୟ ବ୍ରହ୍ମା କୁମାରୀ ଆଶ୍ରମର...
ସ୍ଥାନୀୟ କଳିଙ୍ଗନଗର କେ -୧(ଭୁବନେଶ୍ୱର) ସ୍ଥିତ ଜେମ୍ସ ପାର୍କ ରେ ଶ୍ରୀରାମ ନବମୀ ମହା ସମାରୋହ ରେ ପାଳିତ ହୋଇଯାଇଛି। ଉକ୍ତ ସମାରୋହ ରେ ସ୍ଥାନୀୟ ବିଧାୟକ...
ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ଆଜି ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଦେବସ୍ଥଳୀ ଏବଂ ଐତିହ୍ୟ ସ୍ଥଳୀର ସଫେଇ କାର୍ଯ୍ୟକ୍ରମ l ସରକାର ଓଡ଼ିଆ ପକ୍ଷର...
ପ୍ରଥମ ଦିନ ରେ ୧ -୦ ଗୋଲରେ ମହିନ୍ଦି ପୁର କ୍ଲବ ଓ ଦ୍ୱିତୀୟ ଦିବସ ରେ ପାରାଦୀପ ପୋର୍ଟ ୨-୦ ଗୋଲ ରେ ବିଜୟୀ ଜଗତସିଂହପୁର:ଓଡ଼ିଶା...
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅଧୀନରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଗଠିତ ହୋଇଛି ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ,ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ...
ପାରାଦୀପ,(ଉତ୍କଳ ସମାଜ): ସୋମାବାର ଦିନ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ଉପଲକ୍ଷେ ସ୍ଥାନୀୟ ଶ୍ରୀ ସାଇ ହସ୍ପିଟାଲ ଆନୁକୁଲ୍ୟରେ ପୋର୍ଟ କ୍ଲବ ମହିଳା କକ୍ଷ ପକ୍ଷରୁ ଏକ ମେଗା...