March 23, 2026

Main Story

Editor’s Picks

Trending Story

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ତୃତୀୟ ସନ୍ଧ୍ୟା ମଞ୍ଚସ୍ଥ ହେଲା ନାଟକ “କାରାଗାରର କାହାଣୀ”

ଭବାନୀପାଟଣା, ୨୪।୧୨ () ସ୍ମାରକୀ ନାଟ୍ୟ ସଂସ୍ଥା' ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ - ୨୦୨୪...

ଡ. ଭିମରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ର ବିଶାଳ ଗଣଧାରଣା

ଭୁବନେଶ୍ଵର ତା. ୨୪/୧୨ ରିଖ : ଗତ ତା. ୧୭/୧୨/୨୦ ୨୪ ରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡଃ ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନଜନକ...

ଲକ୍ଷାଧିକ ଟଙ୍କା ଠକାମୀର ଶିକାର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି ଅସହାୟ ମହିଳା l

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବେହେରାମାଲ ଗ୍ରାମର ମହିଳା ଅର୍ଥ ଠକେଇର ଶିକାର ହୋଇଛନ୍ତି l ମହିଳାଙ୍କ ଜମାଖାତାରୁ ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି...

ସୁବର୍ଣ୍ଣ ଲୋକ ମହୋତ୍ସବ ସାଂସ୍କୃତିକ କମିଟି ବୈଠକ ଅନୁଷ୍ଠିତ, ଥିଏଟର ମାର୍ଚ୍ଚ କୁ ଆକର୍ଷଣୀୟ କରିବା ଉପରେ ଗୁରୁତ୍ୱାରୋପ l

ସୁବର୍ଣ୍ଣପୁର -- ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ବୈଠକ ରେ ଜିଲ୍ଲା ସଂସ୍କୃତି ପରିଷଦ ସଭ୍ୟ,ରାମଧୂନ କ୍ଲବ, ବାପୁଜୀ କ୍ଲବ, ବ୍ଲକଛକ...

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସପ୍ତାହ ନିମନ୍ତେ ପ୍ରସ୍ତୁତି ବୈଠକ, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ କୁ ସପ୍ତାହ ପାଳନ ରେ ଗରୁତ୍ୱାରୋପ

l ସୁବର୍ଣ୍ଣପୁର ---ଆସନ୍ତା ତା. ୦୧.୦୧.୨୦୨୫ ରୁ ତା. ୦୭.୦୧.୨୦୨୫ ରିଖ ପର୍ଯ୍ୟନ୍ତ ହେବାକୁ ଥିବା ସଡକ ସୁରକ୍ଷା ସପ୍ତାହ ୨୦୨୫ ର ପ୍ରସ୍ତୁତି ବୈଠକ ସୁବର୍ଣ୍ଣପୁର...

ବୀରମହାରାଜପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ...

ବଚପନ୍ ଓ ବିଦ୍ୟା ଇ ଟେକ୍-ନୋ ସ୍କୁଲ ର ଖ୍ରୀଷ୍ଟମାସ ସମ୍ଭାର

! ଛତ୍ରପୁର ର ଅଗ୍ରଣୀ ଇଂରାଜୀob kp ମାଧ୍ୟମ ବିଦ୍ୟାଳୟ ବଚପନ୍ ଓ ବିଦ୍ୟା ଇ ଟେକ୍-ନୋ ସ୍କୁଲ ର ଖ୍ରୀଷ୍ଟମାସ ସମ୍ଭାର ସୋମବାର ବର୍ଣ୍ଣାଢ଼୍ୟ ସମାରୋହରେ...

ଧାନ ଫସଲ ନଷ୍ଟ ଓ ପ୍ରଭାବିତ ଜମିର କ୍ଷତି ପୂରଣ ପାଇଁ ବିଜେଡ଼ି ର ଦାବୀ !

ଅଦିନିଆ ବର୍ଷା ଓ ଝଡି ବର୍ଷା, କୋହଲା ପାଗରେ ହଜାର ହଜାର ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି । ଏପରିକି ପ୍ରଭାବିତ ଜମିରେ ଫସଲ...

ସର୍ବ ଭାରତୀୟ ବାବଣ୍ଡl କପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ

ଦେଓଗଡ଼ ଜିଲ୍ଲା ଇନ୍ଧିରାଗାନ୍ଧି ଷ୍ଟûଡିଓମ ଠାରେ ବାବଣ୍ଡl କପ ଚାଲିଛି l ରହର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିଖ୍ୟକ ଶ୍ରୀ ଅନିଲ କୁମାର...

ସଂକଳ୍ପ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ରାଳବ ସ୍ଥିତ ସଂକଳ୍ପ ବିଦ୍ୟାଳୟର ପଞ୍ଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ଚିତ୍ତାକର୍ଷକ ନୃତ୍ୟ ଓ ସୁମଧୁର ସଙ୍ଗୀତର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉକ୍ତ...