July 2, 2025
Home » ସୁକୁନ୍ ଟ୍ରଷ୍ଟ ତରଫରୁ ପଖାଳ ଦିବସ ପାଳିତ

ସୁକୁନ୍ ଟ୍ରଷ୍ଟ ତରଫରୁ ପଖାଳ ଦିବସ ପାଳିତ

0
WhatsApp Image 2025-03-20 at 6.48.33 PM

ପଖାଳ ଦିବସ କେବଳ ଖାଦ୍ୟ ଉପଭୋଗରେ ନୁହେଁ, ବରଂ ଏହା ଓଡ଼ିଶା ର ସଂସ୍କୃତି, ପରମ୍ପରା ଓ ସମ୍ପ୍ରଦାୟକୁ ମନେ ପକାଇବାର ଏକ ସୁନ୍ଦର ଅବସର ପ୍ରାଚୀନ ସାଂସ୍କୃତିକ ଧାରାକୁ ଏହି ଯୁଗରେ ଜୀବିତ ରଖିବାର ଏକ ପ୍ରୟାସ । ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ର ରେ ଏକତା କୁ ବଢାଇବାର ବିଶେଷ ମହତ୍ତ୍ଵ ରଖିଥାଏ।
ପଖାଳ ଦିବସ ଟିକୁ ସୁକୁନ ଟ୍ରଷ୍ଟ ତରଫରୁ ଏକାମ୍ର ହାଟ,ଭୁବନେଶ୍ୱର ଠାରେ ପାଳନ କର। ଯାଇଥିଲା ।ଏଥିରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ,ଜୟ ଓଡ଼ିଶା ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ବିଜେପି ରାଜ୍ୟ କାର୍ଯକର୍ତ୍ତା ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ଉପସ୍ଥିତ ରହି ସୁସ୍ୱାଦୁ ପଖାଳ ଭୋଜନ କରି କାର୍ଯକ୍ରମ ଟିକୁ ସଫଳ କରିଥିଲେ ।

ଏଥିରେ ସୁକୁନ୍ ଟ୍ରଷ୍ଟ ର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଯୋଗଦାନ କରି କାର୍ଯକ୍ରମ ଟିକୁ ସ।ଫଲ୍ୟ ମଣ୍ଡିତ କରିଥିଲେ । ସୁକୁ ନ୍ ଟ୍ରଷ୍ଟ ର ପ୍ରତିଷ୍ଠାତା ଶ୍ରୀମତି ରଶ୍ମିତା ମଲ୍ଲିକ କାର୍ଯ୍ୟକ୍ରମ ଟିର ସଫଳ ଆୟୋଜନ କରିଥିଲେ ।

ଭୁବନେଶ୍ୱର ଇପିଏ ରୁ ବିରୁ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *