October 11, 2026
Home » bhubaneswar news » Page 118

bhubaneswar news

ଓପିଜିସି ଓ ଓସିପିଏଲ୍‌ ଏକତ୍ରୀକରଣ ରେ ନୂତନ ନିଯୁକ୍ତି ବାଧାପ୍ରାପ୍ତ ହେବ

ଭୁବନେଶ୍ବର: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ବୋର୍ଡ ଓସିପିଏଲ୍‌ (ଓଡିଶା କୋଲ୍ ଏଣ୍ଡ୍‌ ପାୱାର ଲିମିଟେଡ୍)କୁ ନିଜ ସହିତ ମିଶ୍ରଣ କରିବା ପ୍ରସ୍ତାବକୁ ଗ୍ରହଣ କରିଛି। ଓସିପିଏଲ୍‌ରେ...

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ପ୍ରସ୍ତୁତି ସମୀକ୍ଷା ବୈଠକ

    ଭୁବନେଶ୍ୱର: ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଅନ୍ତର୍ଗତ ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରୁ ଅଯୋଧ୍ୟା ଓ ବାରଣାସୀ ବୁଲି ଦେଖିବାର...

ଟାଇମ୍ସ ବିଜିନେସ୍ ଆୱାର୍ଡ ବିହାରରେ ସୋଆ ଏବଂ ଆଇଟିିଇଆର ସମ୍ମାନିତ

ଭୁବନେଶ୍ୱର,: ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ଏବଂ ଶିଳ୍ପ କ୍ଷେତ୍ର ନିମନ୍ତେ ପ୍ରସ୍ତୁତିକୁ ନେଇ ‘ପୂର୍ବ ଭାରତର ପ୍ରମୁଖ ବିଶ୍ୱବିଦ୍ୟାଳୟ’ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ...

ବିଏମ୍ ସି ପକ୍ଷରୁ ଟଙ୍କପାଣି ରାସ୍ତାରେ ହେଲା ଗଣ ସଫେଇ ଓ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ

  ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଜାରି ରହିଛି ଗଣ ସଫେଇ କାର୍ଯ୍ୟକ୍ରମ । ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଜନ...

ସାରର ଉପଲବ୍ଧତା ନେଇ ରହୁଥିବା ସମସ୍ୟାର ସମାଧାନ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

  ଭୁବନେଶ୍ୱର:   କୃଷକମାନଙ୍କ ପାଖରେ ସେମାନଙ୍କର ଆବଶ୍ୟକତାଅନୁସାରେସାର ଠିକ୍‌ ଭାବରେପହଞ୍ଚୁଛୁକିନାହିଁ, ସେଥିପାଇଁ କି କି ସମସ୍ୟା ରହୁଛି, ସେସଂପର୍କରେଆଜିମୁଖ୍ୟଶାସନସଚିବସମସ୍ତଜିଲ୍ଲାପାଳମାନଙ୍କସହିତଏକବୈଠକରେସଦ୍ୟତମସ୍ଥିତିସମୀକ୍ଷାକରିଥିଲେ।ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳମାନେ ଆଭାସୀ...

ରାଜ୍ୟ ବାହାରେ ବଜାର ବିସ୍ତାର କଲା ଓମ୍ଫେଡ୍

  ନୂଆ ଦିଲ୍ଲୀର ଓଡିଶା ନିବାସରେ ଖୋଲିଲା ଷ୍ଟଲ  ହାଉସ ଖସ ଜଗନ୍ନାଥ ମନ୍ଦିରରେ ମଧ୍ୟ ଓମ୍ଫେଡ୍ ଘିଅ ଉପଲବ୍ଧ   ଓଡିଶାର ଦୁଗ୍ଧଜାତ ଦ୍ରବ୍ୟ ଏବେ...

ଓଡିଶାରେ ଭୁଶୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା

  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ବାବୁ ଦୃଷ୍ଟି ଦେବାକୁ କଂଗ୍ରେସର ଦାବି ଭୁବନେଶ୍ୱର,  :- ନିକଟରେ ଶିକ୍ଷା ମନ୍ତ୍ରାଳୟ ପ୍ରକାଶ କରିଥିବା...

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

  ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଆଜି ପରିଷଦ ମୁଖ୍ୟ କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି...

ଓଡ଼ିଶା ବିଧାନସଭାର ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ

  ଭୁବନେଶ୍ୱର,: ଓଡ଼ିଶା ବିଧାନସଭାର ୪ ନମ୍ବର ୟୁନିଟ୍‌ସ୍ଥିତ ପୁରାତନ ଅତିଥି ଭବନ ସମ୍ପ୍ରସାରିତ ଅଟ୍ଟାଳିକାର ଶିଳାନ୍ୟାସ ହୋଇଯାଇଛି । ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି...

ଡଃ ରାଧାକ୍ରିଷ୍ନନ୍ ଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର - ଭାରତର ୨ୟ ରାଷ୍ତ୍ରପତି ବିଶିଷ୍ଟ ଶିକ୍ଷାବିତ୍ ଭାରତ ରତ୍ନ ଡଃ ସାର୍ ସର୍ବପଲ୍ଲୀ ରାଧାକ୍ରିଷ୍ନନ୍ ଙ୍କ ୧୩୮ତମ ଜୟନ୍ତୀ ( ଗୁରୁଦିବସ ) ସ୍ଥାନୀୟ...