February 10, 2026
Home » bhubaneswar news » Page 81

bhubaneswar news

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର :- ପାକ୍ଷିକ ସମ୍ବାଦପତ୍ର " ବିରଜା ଭୂମି " ପକ୍ଷରୁ ପୋଖରୀ ପୁଟ କାର୍ଯ୍ୟାଳୟରେ ଓଡ଼ିଆଭାଷା ସ୍ବତନ୍ତ୍ର ଶାସ୍ତ୍ରୀୟ ମାନ୍ୟତା ଦିବସ ବିରଜା ଭୂମିର ସମ୍ପାଦକ...

ଦୁଇ ଦିନିଆ ସିକିଲ୍ ସେଲ୍ ଆନିମିଆ ଓ ଥାଲାସେମିଆ ରୋଗ ସମ୍ପର୍କିତ ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର: ସଫଳତାର ସହ ଶେଷ ହୋଇଛି ଦୁଇ ଦିନିଆ ଜାତୀୟ କର୍ମଶାଳା । 'ସିକିଲ୍ ସେଲ୍ ଏବଂ ଥାଲାସେମିଆ ନିରାକରଣ: ବେଷ୍ଟ୍ ପ୍ରାକ୍ଟିସ୍ ଓ ସ୍କେଲେବଲ୍ ଷ୍ଟ୍ରାଟେଜୀ’...

ଲୋୟର ପିଏମ୍‌ଜିରେ ପ୍ରତିବାଦ ଓ ଧାରଣା।

ରାଜ୍ୟ ସରକାରଙ୍କ ଶ୍ରୀଅନ୍ନ ମଦ ପ୍ରସ୍ତୁତି ଯୋଜନାକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ସମ୍ପୂର୍ଣ୍ଣ ନିଶାମୁକ୍ତି ଓଡିଶା ଦାବୀରେ ମିଳିତ ଓଡିଶା ନିଶାନିବାରଣ ଅଭିଯାନ (ମୋନା) ପକ୍ଷରୁ...

ବିଏମ୍ ସି ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ଭୁବନେଶ୍ୱର; ଭୁବନେଶ୍ୱର ମହାନଗର ନିଗମ ଅଧିକାରୀ ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଜି ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ...

ଦ୍ବି ଦିବସୀୟ ଲକ୍ଷ ପତି ଦିଦି ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ କର୍ମଶାଳା ଉଦଯାପିତ!

ମହିଳା ମାନଙ୍କ ଅର୍ଥନୈତିକ ଉନ୍ନତିରେ ରାଷ୍ଟ୍ରର ସର୍ବାଙ୍ଗୀନ ଉତ୍ଥାନ :ଅତିରିକ୍ତ ଜିଲ୍ଲାପାଳ l ଭୁବନେଶ୍ୱର ତା 12.03.2025ରିଖ :-ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ଦକ୍ଷତା ବିକାଶ କେନ୍ଦ୍ର...

ମାର୍ଚ୍ଚ ୨୭ ରେ ବିଧାନ ସଭା ଘେରିବ କଂଗ୍ରେସ

* ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ ନେତୃବୃନ୍ଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ * ଗୃହରେ କଂଗ୍ରେସ ବିଧାୟକ ତାରାବାହିନି ପତିଙ୍କୁ ଆକ୍ରମଣ ଓ ନିଳମ୍ବିନକୁ ଦୃଢ଼ ବିରୋଧ ଭୁବନେଶ୍ଵର,...

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜଟଣୀ ବ୍ଲକ ପଧାନସାହି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ଭୁବନେଶ୍ୱର ତା. 10.03. 2025 ରିଖ :ଜନ...

ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

ଖୋର୍ଦ୍ଧା ଜ଼ିଲ୍ଲା ର ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ତରବୋଇ, ଜଟଣୀ ଠାରେ ଥିବା ଝଳସକ୍ଷକ୍ଷ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଓଦ୍ଭଗ୍ଦଗ୍ଧସଗ୍ଧଙ୍କଗ୍ଧର ର ଅଡିଟୋରିଉମ ରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ...

ଆଦର୍ଶ ଏସ୍ ଆଇ

ଭୁବନେଶ୍ବର: ସାନିଟାରୀ ଇନିସପେକ୍ଟର ରଶ୍ମିରେଖା କର, ବର୍ତ୍ତମାନ ଭୁବନେଶ୍ଵରରେ ମହାନଗର ନିଗମ(ବି ଏମ୍ ସି)ର ୱାର୍ଡ ନମ୍ବର 22 ରେ କାର୍ଯ୍ୟରତା। ପ୍ରାୟ ଦୁଇବର୍ଷ ଛଅ ମାସ...

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଅଭିନବ େୱବ୍‌ସାଇଟ୍‌ ‘ଆର୍ଟସ୍‌ ଅଫ୍‌ ଉଇଭିଙ୍ଗ୍‌’ର ଲୋକାର୍ପଣ

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଶା ହସ୍ତତନ୍ତର ଉତ୍କର୍ଷକୁ ବିଶ୍ୱ ବଜାରରେ ପହଞ୍ଚାଇବା,ହସ୍ତତନ୍ତ ସଂସ୍କୃତିର ସୁରକ୍ଷା, ସଂରକ୍ଷଣ ଏବଂ ବୁଣାକାରମାନଙ୍କୁ ସଶକ୍ତ କରିବା ଆଭିମୁଖ୍ୟ ନେଇ...