August 26, 2026

biranchi narayan patri

ଭାରତୀୟ ସେନା ଆରମ୍ଭ ହେଲା ଅପରେସନ ସିନ୍ଦୂର

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଭାରତ ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି। ଯେଉଁଥିରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଆକ୍ରମଣ...

ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ : ନୂଆ ଅଧ୍ୟକ୍ଷ ହେଲେ ପୂର୍ବତନ RAW ମୁଖ୍ୟ ଆଲୋକ ଯୋଶୀ

ନୂଆଦିଲ୍ଲୀ : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ରଣନୈତିକ ବୈଠକ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ ହୋଇଛି। ସରକାରଙ୍କ ଦ୍ୱାରା ପୁନର୍ଗଠିତ...

ଆୟୁଷ୍ମାନ ଯୋଜନାରେ ଏତେ କମ୍‌ ଖର୍ଚ୍ଚରେ ଚିକିତ୍ସା କରିବାକୁ ଘରୋଇ ଡାକ୍ତରଖାନା ଅରାଜି, ରୋଗୀ ହନ୍ତସନ୍ତ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ବନ୍ଦ କରାଯାଇ ରାଜ୍ୟରେ ‘ଆୟୁଷ୍ମାନ’ ଲାଗୁ ହେବା ପରଠାରୁ ବଢ଼ିବାରେ ଲାଗିଛି ରୋଗୀଙ୍କ ସମସ୍ୟା। ଆୟୁଷ୍ମାନ ଯୋଜନାରେ ବିଭିନ୍ନ...

ଭାରତୀୟ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଦିବସ ଓ ପର୍ବ ‘ଅକ୍ଷୟ ତୃତୀୟା”

ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ...

ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ଘୋଷଣା କଲେ ସରକାର । କାଲିଠୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ । ସୂଚନାଥାଉକି ଆଜି ଝାରସୁଗୁଡ଼ାରେ ରେକର୍ଡ...

ରାଜ୍ୟରେ ବିଜେପି ସଭାପତି ନିଯୁକ୍ତି ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ !

ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ନିଯୁକ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ଆବଶ୍ୟକତାଠାରୁ ଅନେକ ବିଳମ୍ବିତ ହେଲାଣି। ରାଜ୍ୟ ବିଜେପି ନେତୃତ୍ୱ...

୬୧ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧିହେବେ ଏହି ବରିଷ୍ଠ ବିଜେପି ନେତା!

କୋଲକାତା: ଶେଷରେ, ପୂର୍ବତନ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ୬୧ ବର୍ଷରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ପୂର୍ବତନ ଲୋକସଭା ସଦସ୍ୟ ଏବଂ ପୂର୍ବତନ...

ୱକ୍‌ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍‌; ୭ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୱକ୍‌ଫ ବୋର୍ଡରେ ନୂଆ ନିଯୁକ୍ତି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଓ୍ୱକ୍‌ଫ ଆଇନ ସଂଶୋଧନ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ୭ ଦିନ ମଧ୍ୟରେ...

ଟ୍ରେନରୁ ଗଳିପଡି ଅପରିଚିତ ଯୁବକ ମୃତ୍ୟୁ

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନ ପକ୍ଷରୁ ଭଦ୍ରକ ରେଲୱେ ପୁଲିସ (ଜି.ଆର.ପି.ଏସ) ଙ୍କୁ17.04.2025 10.00 AM ସମୟରେ SSE Bhadrak DE no 1148/C ମଧ୍ୟରେ ଜଣାଉଛି...

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବି.ଆର. ଗଭାଇ

ନୂଆଦିଲ୍ଲୀ : ବର୍ତ୍ତମାନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତାମାସରେ ଶେଷ ହେବ। ତେବେ ଏହା ପୂର୍ବରୁ କିଏ ଭାରତର ପରବର୍ତ୍ତୀ ପ୍ରଧାନ...