March 17, 2026
Home » epa news » Page 4

epa news

କଳାହାଣ୍ଡି :ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ।

୧୮୩୪ ଟି ମାମଲା ଫଇସଲା.... କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା...

୨୦୧୮ ମସିହା ରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲା।

  ଅଭିଯୁକ୍ତ କୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ... କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଧନପୁର ଗ୍ରାମରେ ୨୦୧୮ ମସିହା ରେ ଘଟିଥିବା ଏକ ହତ୍ୟା...

ତାଳୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡ ରେ ଚଳିତ ବର୍ଷ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ।

ଧର୍ମଗଡ଼ : ତାଳୁକ ଆଇନ ସେବା ସମିତି, ଧର୍ମଗଡ ଅନୁକୂଲ୍ୟ ରେ ସ୍ଥାନୀୟ ଧର୍ମଗଡ ସିଭିଲ କୋର୍ଟ ପରିସର ରେ ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା...

ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନର ସମକାଳୀନ ପ୍ରାସଙ୍ଗିକତା ଉପରେ ସେମିନାର ଓ ଡ. ସୁନୀତି ମୁଣ୍ଡଙ୍କ ପୁସ୍ତକ ଲୋକାର୍ପଣ।

କଳାହାଣ୍ଡି :ନୂଆଦିଲ୍ଲୀର କନଷ୍ଟିଚ୍ୟୁଶନ କ୍ଲବ୍ ଅଫ୍ ଇଣ୍ଡିଆର ଡିପୁଟି ଚେୟାରମ୍ୟାନ ହଲ୍‌ରେ ଗୁରୁବାର “ସାଂପ୍ରତିକ ସାମାଜିକ ଓ ରାଜନୈତିକ ପରିପ୍ରେକ୍ଷୀରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନର ପ୍ରାସଙ୍ଗିକତା”...

ପୂର୍ତ୍ତ ବିଭାଗ ରାସ୍ତାରୁ ମାଝିପାଲି (କଲେଜ ରାସ୍ତା) ପର୍ଯ୍ୟନ୍ତ ଉନ୍ନତିକରଣ

୨.୪୪ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ଥାନୀୟ ବିଧାୟକ ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ...

ସିଏଚସିରେ ଯୋଗଦେଲେ ଶିଶୁରୋଗ ବିଶେଷଜ୍ଞ ଡା.ହେମନ୍ତ ପାଣ୍ଡିଆ ଓ ସ୍ତ୍ରୀ–ପ୍ରସୂତି ବିଶେଷଜ୍ଞ ଡା.ଶିୁଭେନ୍ଦୁ ମେହେର

  ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ ଶିଶୁରୋଗ ବିଶେଷଜ୍ଞ ଡା.ହେମନ୍ତ କୁମାର ପାଣ୍ଡିଆ ଓ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ...

ବି ଏମ୍ ସି ର ସଫେଇ ମିତ୍ର ସୁରକ୍ଷା ଶିବିର

ଭୁବନେଶ୍ବର: ସାରା ସହରରେ ପରିମଳର ମାନଦଣ୍ଡକୁ ପ୍ରମୁଖ ସ୍ତରରେ ପହଞ୍ଚାଇବା ଏବଂ ମହିଳାଙ୍କ ସହଭାଗିତାରେ ପରିମଳ ବ୍ୟବସ୍ଥା କିପରି ଆଗେଇ ଚାଲିଛି ତାହାକୁ ପ୍ରତିପାଦିତ କରିଚାଲିଛି ଭୁବନେଶ୍ବର...

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

  ୫୦, ୯୬୨ଟି ମାମଲାର ଫଇସଲା ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଓ ରାଜସ୍ୱ...

ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନିଜର ପଦମର୍ଯ୍ୟଦା ଓ ଦେଶର ସମ୍ମାନକୁ ସାଲିସ କରିଛନ୍ତି- ଯୁବ କଂଗ୍ରେସ

ଭୁବନେଶ୍ୱର :  ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଦେଶର ପ୍ରଧାନମନ୍ତ୍ରୀ...

ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ଗଣିତ ଦିବସ ପାଳିତ

ସୁବର୍ଣ୍ଣପୁର-- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ଗଣିତ ଦିବସ ପାଳିତ...