April 12, 2026
Home » epa news » Page 564

epa news

ମହାକୁମ୍ବ୍ର ୨୦୨୫ରେ ୬୬.୨୧ କୋଟି ଲୋକ ସଙ୍ଗମ ତୀର୍ଥସ୍ଥଳୀରେ ପବିତ୍ର ବୁଡ଼ ପକାଇ କଲେ ଧାର୍ମିକ ସ୍ନାନ

' ମହାଶିବରାତ୍ରୀରେ ଶେଷ 'ସ୍ନାନ ସହ ସମାପିତ ହେଲା ଐତିହାସିକ ମହାକୁମ୍ଭ ୨୦୨୫ ମହା ଆଡ଼ମ୍ବରରେ ଏକ ଭକ୍ତିମୟ ପବିତ୍ର ପରିବେଶ ମଧ୍ୟରେ ସମାପିତ ହେଲା ବିଶ୍ଵ...

ମାଲକାନଗିରିରେ ସୁଭଦ୍ରା ଶକ୍ତି ମେଳା

ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ସୁଭଦ୍ରା ଶକ୍ତି ମେଳା। ମାଲକାନଗିରି ଜିଲ୍ଲାରେ ଆସନ୍ତା ୨୮ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଡିଏନକେ...

ମହାଶିବରାତ୍ରି ୟେଣ୍ଡଳା ମାଳିକର୍ଯୄଣା ଶୈବପୀଠ ଠାରେ ପାଳିତ

ମହାଶିବରାତ୍ରି ଅବସରରେ ରାୟଗଡ଼ା ଜିଲ୍ଲା କୋତାପେଟା ଗ୍ରାମ ଉନ୍ନୟନ କମିଟି ଦ୍ଵାରା ମହାଶିବରାତ୍ରି ୟେଣ୍ଡଳା ମାଳିକର୍ଯୄଣା ଶୈବପୀଠ ଠାରେ ମହା ଆଡମ୍ବର ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ...

ଦଶମ ଶ୍ରେଣୀ ପରୀକ୍ଷା ଦେଇ ଫେରି ଆବାସିକ ବିଦ୍ୟାଳୟ ଛାତ୍ରୀ ଜଣକ ହଷ୍ଟେଲରେ ପ୍ରସବ କଲେ ପୁତ୍ର ସନ୍ତାନ*

ଅଭିଯୁକ୍ତ ଯୁବକ ଗିରଫ., ପ୍ରଧାନଶିକ୍ଷକ ଏବଂ ହଷ୍ଟେଲ ଏଏନଏମ ନିଲମ୍ବିତ ,ହଷ୍ଟେଲର ମାଟ୍ରନ କାର୍ଯ୍ୟରୁ ବହିଷୃତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଆବାସିକ ବିଦ୍ୟାଳୟ...

ବିମାନବନ୍ଦର ଠାରେ ଉତମ ମହାନ୍ତିଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପିସିସି ସଭାପତି

ଭୁବନେଶ୍ୱର: -ଓଡ଼ିଶାର ମହାନ ଚଳଚିତ୍ର ଅଭିନେତା ସ୍ୱର୍ଗତ ଉତମ ମହାନ୍ତିଙ୍କ ପାର୍ଥୀବ ଶରୀର ଆଜି ଭୁବନେଶ୍ୱର ବିମାନବନ୍ଦର ଠାରେ ପହଂଚିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି...

ନିଷ୍ଟ ବିଶ୍ୱବିଦ୍ୟାଳୟ ରେ ବୈଷୟିକ ଶିକ୍ଷା କର୍ମଶାଳା ସଂକଳ୍ପ ୨୦୨୫ ଉଦଘାଟିତ

ନିଷ୍ଟ୍ ବିଶ୍ୱବିଦ୍ୟାଳୟ ପରିସର ରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ଉଦଘାଟିତ ହୋଇ ଯାଇଛି। ଶିକ୍ଷା ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ସଭାପତି ଡ଼. ସୁକାନ୍ତ...

ଗଞ୍ଜେଇ ଜବତ,ୟୁପି ର ୩ ଗିରଫ

()ବଲାଙ୍ଗିର ବିଷ୍ଣୁମୁଣ୍ଡା ରେଲଓ୍ବେ ବ୍ରିଜ ନିକଟରୁ ଇନୋଭା ଗାଡିରୁ ଗଞ୍ଜେଇ ଧରିଲା ଅବକାରୀ ବିଭାଗ। ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ। ୩ଜଣକୁ ଗିରଫ କରିବା...

ଶ୍ରୀମନ୍ଦିରରେ ଶ୍ରୀଯୁକ୍ତ ନଡ୍ଡା

ସମଗ୍ର ରାଷ୍ଟ୍ରର ମଙ୍ଗଳ କାମନା କାମନା କଲି।ବିକଶିତ ଓ ସୁସ୍ଥ ଭାରତ ଗଠନ ସହ ସମସ୍ତେ କିଭଳି ଭଲରେ ରହିବେ ସେ ନେଇ ପ୍ରାର୍ଥନା କଲି।ଦେଶର ଯଶସ୍ୱୀ...

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ...

ରାୟଗଡ଼ା ବ୍ଳକର ଗୁମ୍ମା ଘାଟିରେ ପୁଣି ଦୁର୍ଘଟଣା ଫଳରେ ରାସ୍ତା ଅବରୋଧ

ରାୟଗଡ଼ା ବ୍ଳକର ଗୁମ୍ମା ଘାଟି ରାସ୍ତାରେ ବିଳମ୍ବିତ ରାତିରୁ ପୁଣି ଥରେ ରାସ୍ତା ଜାମ ହେବା ଫଳରେ ଉଭୟ ପାର୍ଶ୍ଵରେ ସହ ସହ ଗାଡ଼ି ଅଟକିଥିବ ବେଳେ...