August 27, 2026
Home » kalahandi district » Page 67

kalahandi district

ଡାକ୍ତରଙ୍କ ନାଁରେ ଲାଗିଲା କଳଙ୍କ, ରୋଗୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ(ଗାଇନିକ)ଡାକ୍ତର ଅଶୋକ ଦାସ। ପ୍ରସବ ପାଇଁ ଆସିଥିବା ଜଣେ ମହିଳାଙ୍କ...

ଭବାନୀପାଟଣାସ୍ଥିତ ମା’ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ପୁରାତନ ଛାତ୍ର ସଂଘର ଉଦ୍‌ବେଗ।

କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା'ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ବିଭିନ୍ନସମସ୍ୟାକୁ ନେଇ ପୁରାତନ ଛାତ୍ର ସଂଘ ଗୁରୁବାର ସ୍ଥାନୀୟ ଏକ ହୋଟେଲଠାରେ ଖବରଦାତା ସମ୍ମିଳନୀ କରି ଉଦ୍‌ବେଗ ପ୍ରକାଶ କରିଛି।...

ଇନ୍ଦ୍ରାବତୀ,୪୭, ୫୭୪ହେକ୍ଟର ଜମିରେ ରବି ଜଳ ସେଚନ ର ଲକ୍ଷ୍ୟ!! ଆସନ୍ତା ୧୪ତାରିଖ ରୁ ଇନ୍ଦ୍ରାବତୀ ଖରିଫ ଜଳ ସେଚନ ବନ୍ଦ କରିବାର ନିଷ୍ପତ୍ତି…..

କଳାହାଣ୍ଡି ଜିଲ୍ଲା ପାଇଁ କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ଚଳିତ ବର୍ଷ ଆବଶ୍ୟକ ପରିମାଣରେ ଜଳ ସଂଗ୍ରହ ହୋଇ ପାରି...

ଶ୍ରୀକ୍ଷେତ୍ର ପୂରୀ ରୁ ପହଞ୍ଚିଲା ନନ୍ଦିଘୋଷ ରଥଚକ । ଧର୍ମଗଡ ରେ ବିପୁଳ ସ୍ବାଗତ….

ଶ୍ରୀକ୍ଷେତ୍ର ପୂରୀ ରୁ ଆଜି ନନ୍ଦିଘୋଷ ରଥଚକ ଧର୍ମଗଡ ଠାରେ ପହଞ୍ଚିଛି । ରଥଚକ କୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ରଖିବା ପୂଜାର୍ଚ୍ଚନା ପାଇଁ ଶ୍ରୀମନ୍ଦିର...

କୋକସରା ବ୍ଲକ କୁ ମରୁଡି ଘୋଷଣା ଓ ୨୪ ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ଘେରାଉ, ଦାବିପତ୍ର ପ୍ରଦାନ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ଚଳିତ ବର୍ଷ ନୂଆଁଖାଇ ପରେ ଆଉ ବର୍ଷା ଉଭାନ ହେବା ଫଳରେ ଖରିଫ ଧାନ ଚାଷ ଅନାବୃଷ୍ଟି କାରଣରୁ ବ୍ଲକ...

କଳାହାଣ୍ଡି ଜିଲ୍ଲାସ୍ତରୀୟ ସୁରଭି ଓ କଳା ଉତ୍ସବ- ୨୦୨୪ ଅନୁଷ୍ଠିତ ‘ପ୍ରତିଭାର ବିକାଶ ପାଇଁ ସୁରଭି ଏକ ପ୍ରକୃଷ୍ଟ ମଞ୍ଚ’

ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ବଦ୍ଧପରିକର ହେବା ଆବଶ୍ୟକ। ଏଥିପାଇଁ କେବଳ ଶିକ୍ଷକ ନୁହନ୍ତି, ବରଂ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ପ୍ରତ୍ୟେକଟି ବ୍ୟକ୍ତି...

ସାହାଜଖୋଲ ଜଙ୍ଗଲ ସୁରକ୍ଷା ଦାବି ରେ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ଆମପାଣି ଠାରେ ଜାତୀୟ ରାଜପଥ ଅବରୋଧ ଓ ଫରେଷ୍ଟ ଅଫିସ ରେ ତାଲା।

"ଜାନ ଯାଉ ଜୀବନ ଯାଉ ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ" ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ କୋକସରା ବ୍ଲକ...

ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଅତ୍ୟାଧୁନିକ ଭଲଭୋ ବସ୍ ଚଳାଚଳ ଶୁଭାରମ୍ଭ କଲେ ଜିଲ୍ଲାପାଳ। ଧର୍ମଗଡ ଭାୟା ଦେଇ ବସ ଚାଲିଲେ ଅଞ୍ଚଳ ବାସି ଉପକୃତ ହେବେ…

କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ କରକମଳରେ ଆଜି ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି ଅତ୍ୟାଧୁନିକ...

ପର୍ବ ପର୍ବାଣୀ ରେ ଜିଏସ୍‌ଟି ବିଭାଗର ଟେକ୍ସ ତନଖି ମାମଲା ରେ ଜିଲ୍ଲାପାଳ ଙ୍କୁ ଭେଟିଲେ ବ୍ୟବସାୟୀ ସଙ୍ଘ।

ଜିଏସଟି ରେଡ୍ ନୁହେଁ ଏହା ବିଭାଗର ରୁଟିନ୍ ଇନିସସ୍ପେକନ ବୋଲି କଳାହାଣ୍ଡି ଡିସିସିଟି, ଏନଫୋର୍ସ ମେଣ୍ଟ ଙ୍କ ସଫେଇ.... ଧନତେରେସ ଦିନ କୋରାପୁଟ ଜିଲ୍ଲା ଜୟପୁର ସହରର...

ଛୋରିଆଗଡ଼ ଠାରେ ୪୯ ତମ ଫୁଟବଲ ପ୍ରତିଯୋଗିତା…. ମିଚା ଗାଁ ଚମ୍ପିୟାନ।

ଛୋରିଆଗଡ଼ ଲଙ୍କେଶ୍ୱରୀ ଆଥେଲେଟିକ୍ ଏସୋସିଏସନସ ଦ୍ୱାରା ଆୟୋଜିତ ୪୯ ତମ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ୨୭ତାରିଖ ଠାରୁ ଆରମ୍ବ ହୋଇ ଥିବା ଏହି ପ୍ରତିଯୋଗିତାରେ...