February 12, 2026
Home » malkangiri » Page 8

malkangiri

ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ

ପ୍ରକଳ୍ପ ସ୍ତରୀୟ କମିଟି ବୈଠକ ତୁରନ୍ତ ଆୟୋଜନ କରିବାକୁ ନିର୍ଦ୍ଦେଶ ମାଲକାନଗିରି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ,୬/୨/୨୫ ତାରିଖ ଦିନ ବିଧାନସଭା ଷ୍ଟାଣ୍ଡିଂ...

ଫାଉଣ୍ଡେସନ ସାକ୍ଷରତା ଓ ସଙ୍ଖ୍ୟାତ୍ମକତା (ଏଫଏଲଏନ) ତାଲିମ ସମାପିତ

ନୀତି ଆୟୋଗ ଦ୍ଵାରା ୨୭/୦୧/୨୦୨୫ ତାରିଖରେ ଆରମ୍ଭ ହୋଇଥିବା ୧୦୦ଟି ପୋଷ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଦୁଇଟି ପର୍ଯ୍ୟାୟ ତାଲିମ ଆଜି ଉଦଯାପିତ ହୋଇଯାଇଛି...

ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଘୋଷିତ

ଉତ୍କଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶେଷ ହୋଇଛି। ନୂତନ ଚୟନ ପ୍ରକ୍ରିୟା ମାଧ୍ୟମରେ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଭାବେ -...

ଜମି ବିବାବକୁ ନେଇ ସନଭାଇକୁ ହତ୍ୟାକଲା ବଡଭାଇ

ଜମି ବିବାବକୁ ନେଇ ବଡ଼ଭାଇର ଟାଙ୍ଗିଆ ଚୋଟରେ ସନଭାଇର ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତାଟିଗୁଡ଼ା...

୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ପାଳିତ

ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଡି.ଏନ.କେ ଖେଳ ପଡିଆ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ...

ମାଲକାନଗିରିରେ ପାଳନ ହେଲା ଜାତୀୟ ମତଦାତା ଦିବସ

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫/୧/୨୫ ତାରିଖ ଦିନ ସଦରମହକୁମାରେ ୧୫ତମ ଜାତୀୟ ମତଦାତା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ସଂସ୍କୃତି...

ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ୨୦୨୫ ଅନୁଷ୍ଠିତ

ମାଲକାନଗିରି ସମଗ୍ର ଶିକ୍ଷା, ମାଲକାନଗିରି ଗଣଶିକ୍ଷା ବିଭାଗ ତରଫରୁ ୨୪/୦୧/୨୫ ତାରିଖରେ ଜିଲ୍ଲାସ୍ତରୀୟ ଜାତୀୟ ବାଳିକା ଶିଶୁ ଦିବସ ସରକାରୀ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ମାଧ୍ୟମିକ...

ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟଲୋଚନା କମିଟି (ଦିଶା) ବୈଠକ

ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ଵରାନିତ ଉପରେ ଗୁରୁତ୍ବ ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ୨୪/୧/୨୫ ତାରିଖ ଆଜି ବିଭିନ୍ନ ଗ୍ରାମୀଣ ଉନ୍ନୟନ କାର୍ଯ୍ୟକ୍ରମର ସମନ୍ଵୟ ଓ...

ଆନ୍ତର୍ଜାତୀୟ ଫେମିନାର ଫେବ୍-୬୫ ତାଲିକାରେ ସ୍ଥାନିତ ଜୟନ୍ତୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି

ମାଲକାନଗିରି ଜିଲ୍ଲାର ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରୁ ଆସିଥିବା ଜୟନ୍ତୀ ବୁରୁଦା ଏକ ଉଲ୍ଲେଖନୀୟ କାର୍ଯ୍ୟରେ ସମ୍ମାନଜନକ ୨୦୨୪ ଆନ୍ତର୍ଜାତୀୟ ଫେମିନା ମାଗାଜିନର ଫେମିନାର ଫେବ୍-୬୫ ଫୋର୍ବସ୍ ଇଣ୍ଡିଆ...

ମାଲକାନଗିରି ପୌର ପରିଷଦରେ ଭୀମ ଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଶିବିର

ମାଲକାନଗିରି ପୌର ପରିଷଦ ଦ୍ଵାରା ୨୦/୧/୨୫ ତାରିଖ ଆଜି ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ...