ଗଞ୍ଜାମ ଜିଲ୍ଲାରେ ୩୯୦୭ ଜଣ ଭିନ୍ନକ୍ଷମଙ୍କୁ ଏବଂ ୮୦ ବର୍ଷରୁ ଉର୍ଦ୍ଧ୍ବ ୯୦୦୬ ଜଣ ବୃଦ୍ଧବୃଦ୍ଧା ଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କଲେ ଜିଲ୍ଲାପ୍ରଶାସନ ।।
ଗଞ୍ଜାମ ଜିଲ୍ଲାସ୍ତରୀୟ ଜନସେବା ଦିବସ ସମାରୋହ ଛତ୍ରପୁର ବ୍ଲକ୍ ଅଫିସ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ସଶକ୍ତିକରଣ ତଥା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ...
