July 16, 2026
Home » muna behera » Page 16

muna behera

ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ !

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତ ର ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ ହୋଇଯାଇଛି । ଏହି ଯାତ୍ରା ମହୋତ୍ସବରେ...

ଗଞ୍ଜାମ ପୋଲିସ ଆରମ୍ଭ କଲା ଅପରାଧ ସଫେଇ ଅଭିଯାନ!

ଗଞ୍ଜାମ ପୋଲିସ ଜିଲ୍ଲାରେ ୬ଟି ଥାନା ଅଧୀନସ୍ଥ ଅଞ୍ଚଳରୁ ୧୮ଜଣ ଅପରାଧୀ ଙ୍କୁ ମାରଣାସ୍ତ୍ର ସହ ଗିରଫ ! ଗଞ୍ଜାମ ଜିଲ୍ଲାରେ ଲଗାତାର ହତ୍ଯାକାଣ୍ଡ ହତ୍ଯା ଉଦ୍ୟମ...

ଚଳିତ ମାସ ବ୍ରହ୍ମପୁରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦକ୍ଷିଣାଞ୍ଚଳ ଆଠଗୋଟି ଜିଲ୍ଲାର ଅଭିଯୋଗ ଶୁଣିବେ

ବ୍ରହ୍ମପୁର ଠାରେ ଚଳିତ ମାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦକ୍ଷିଣାଞ୍ଚଳ ସମସ୍ତ ଆଠଗୋଟି ଜିଲ୍ଲାର ଅଭିଯୋଗ ଶୁଣାଣି କରିବେ । ଗଞ୍ଜାମ ଜିଲ୍ଲାପାଳଙ୍କ...

ଛତ୍ରପୁର ହସ୍ପିଟାଲ୍ ର ବରିଷ୍ଠ ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ ଫାର୍ମାସିଷ୍ଟ ନୌକେଶ ପାତ୍ର ଶନିବାର ଅବସର ଗ୍ରହଣ କରିଛନ୍ତି । ଏହି ଅବସର ଗ୍ରହଣ ଦିନ ଛତ୍ରପୁର ଉପଖଣ୍ଡ...

ଛତ୍ରପୁର ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ସାଇ-ଟିବି ର ଶୁଭ ଉଦଘାଟନ

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସଭା ଗୃହ ରେ ଡ଼ା ସ୍ଵାଧୀନ ରଥ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ରେ ସାଇ - ଟିବି...

ସାଂସଦ ଓ ବିଧାୟକ ଙ୍କ ଦ୍ଵାରା ମନ୍ଦିର ଓ କଲ୍ୟାଣ ମଣ୍ଡପ ର ଭିତ୍ତପ୍ରସ୍ତର ସ୍ଥାପନ !

ଚିକଲଖଣ୍ଡି ପଂଚାୟତ ଅନ୍ତର୍ଗତ ଶାନ୍ତି ନଗର ଠାରେ ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଓ ଛତ୍ରପୁର ଛତ୍ରପୁର ବିଧାୟକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ...

ନୀଳାଦ୍ରିପୁର ରେ ସରକାରୀ ଜମି ହଡ଼ପ ଅଭିଯୋଗ, ଅନୁଧ୍ୟାନ ସହ ସପ୍ତାହ ମଧ୍ୟରେ ଜବରଦଖଲ ହଟାଇବାକୁ ତହସିଲଦାରଙ୍କ ନିର୍ଦେଶ

ଗଞ୍ଜାମ ତହସିଲ ଅନ୍ତର୍ଗତ ଆଲିଆବାଦ ମୌଜା ର ନୀଳାଦ୍ରିପୁର ଗ୍ରାମରେ ମାଁ ରାମଚଣ୍ଡୀ ଙ୍କ ପାହାଡ ତଳେ ଥିବା ସରକାରୀ ଜମିକୁ ବେଧଡ଼କ ଭାବେ ବିକ୍ରି କରୁଥିବା...

ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଜିଲ୍ଲା ସଦର ମହକୁମା ଠାରେ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ...

ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ

ଭାରତରେ ଦିନକୁ ଦିନ ଅଣ ସଂକ୍ରାମକ ରୋଗ ଯଥା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ମସ୍ତିଷ୍କଘାତ, କର୍କଟ ଇତ୍ୟାଦି ବୃଦ୍ଧି ପାଇବାରେ ଲାଗିଛି। ଏହି ରୋଗ ସ୍ଵାସ୍ଥ୍ୟଗତ...

ରାଜଯୋଗିନୀ ଦାଦି ବି.କେ ରତନ ମୋହିନୀ ଙ୍କ ଦ୍ୱାଦଶାହ ସ୍ମୁତି ଦିବସ ପାଳିତ!

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ସ୍ନେହମୟୀ କରୁଣାମୟୀ ସାକ୍ଷାତ ସାକାର ଅବତାରୀ ରାଜଯୋଗିନୀ ବ୍ରହ୍ମାକୁମାରୀ ଦାଦି ବି.କେ ରତନ...