December 30, 2025
Home » rayagada news » Page 4

rayagada news

ରାୟଗଡାର ଡିଏଫଓ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କା ଦେବାକୁ କୁହାଯିବା ପରେ ମାନସିକ ଯନ୍ତ୍ରଣାରେ ଫରେଷ୍ଟର ଆତ୍ମହତ୍ୟା କଲେ

  ଜଙ୍ଗଲ ମନ୍ତ୍ରୀ ମୃତକଙ୍କ ପରିବାର ଘର ପରିଦର୍ଶନ କରି ଦେଲେ ଆଶ୍ଵାସନା ଫରେଷ୍ଟରଙ୍କ ପରିବାର ପିସି ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି, ରାୟାଗଡା ଡିଏଫଓ...

ଜିଲ୍ଲା ସ୍ତରୀୟ ବିକାଶ ମେଳା – ୨୦୨୪ ଅନୁଷ୍ଠିତ

  ରାୟଗଡ଼ା ସହରର ସ୍ଥାନୀୟ ରେଳବାଇ ଖେଳ ପଡିଆ ଠାରେ ତା: ୨୦.୦୯.୨୦୨୪ ରିଖ ପୂର୍ବାହ୍ନ ଘ:୧୧.୦୦ଟିକା ସମୟରେ ଜିଲ୍ଲା ସ୍ତରୀୟ ବିକାଶ ମେଳା - ୨୦୨୪...

ବିଭିନ୍ନ ସ୍ଥାନରେ ଦିବ୍ୟ କାରିଗର ବିଶ୍ୱକର୍ମା ପୂଜା ପାଳିତ

  ପ୍ରତିବର୍ଷ କନ୍ୟା ସଂକ୍ରାନ୍ତି ଦିବସରେ ଦେବଶିଳ୍ପୀ ପବିତ୍ର ବିଶ୍ବକର୍ମା ପୂଜା ପାଳିତ ହୋଇଥାଏ।ବିଶ୍ୱକର୍ମା ପୂଜା ଆଜି ସାରା ରାଜ୍ୟରେ ଉତ୍ସାହର ସହ ପାଳନ କରାଯାଇଥିଲା। ବ୍ରହ୍ମାଣ୍ଡର...

୨୯ତମ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା ଉତ୍ସବ ପ୍ରସ୍ତୁତି ବୈଠକ

  ରାୟଗଡ଼ାର ନ୍ୟୁକଲୋନୀ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର ୨୯ ବର୍ଷର ପୂଜା ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ସ୍ଥାନୀୟ...

ରାୟଗଡାରେ ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ

  ରାୟଗଡା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାୟଗଡା ଜିଲ୍ଲା ଶାଖା ପକ୍ଷରୁ ତା ୧୫-୦୯-୨୪ରିଖ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ମହା ସମାରୋହରେ ଜେକେପୁର...

ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ କକ୍ଷରେ “ଆତ୍ମରକ୍ଷା ତାଲିମ” ର ଉଦଯାପନୀ

  ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ଵର୍ଣ୍ଣ ଜୟନ୍ତୀ କକ୍ଷରେ ତା-୧୪-୦୯-୨୦୨୪ ସକାଳ ୯.୦୦ ଘଣ୍ଟା ସମୟରେ “ଆତ୍ମରକ୍ଷା ତାଲିମ” ର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।...

ରାୟଗଡ଼ା ଜିସିଡି ହାଇସ୍କୁଲ ପରିସରରେ ହିନ୍ଦି ଦିବସ ପାଳିତ

  ହିନ୍ଦୀ ଭାଷାକୁ ୧୯୪୯ ମସିହାରେ ଭାରତର ସରକାରୀ ଭାଷା ଭାବରେ ଗ୍ରହଣକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୪ ସେପ୍ଟେମ୍ବରରେ ହିନ୍ଦୀ ଦିବସ ପାଳନ କରାଯାଏ।...

ରାୟଗଡାରେ ତୃତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୧୨,୯୦୩ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୧,୦୪,୮୦,୭୦୫ ଟଙ୍କା ଆଦାୟ

  ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ର ତତ୍ତ୍ୱାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ତା. ୧୪/୦୯ ତାରିଖ ଦିନ ତୃତୀୟ ରାଷ୍ଟ୍ରୀୟ...

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପlରୋଷାନ ସାହୁଙ୍କ ରାୟଗଡ ଗସ୍ତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା

  ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଶ୍ରୀମତୀ ରୂପା ରୋଶନ ସାହୁ ଦିନିକିଆ ରlୟଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ସାନ୍ଧ୍ୟ ୪. ୦୦ ଘଟିକା ସମୟରେ ସ୍ଥାନୀୟ...

ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟାକୁ ତଦାରଖ ନିମନ୍ତେ ଜିଲ୍ଲାପାଳ ଜନସେବା କେନ୍ଦ୍ର ପରିଦର୍ଶନ

  ସୁଭଦ୍ରା ଯୋଜନାର ସଫଳ ରୂପାୟନ ଓ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରୟାସ ଜାରିରହିଛି l ଯୋଜନାର ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ...