July 4, 2025
Home » scribacha padhi » Page 4

scribacha padhi

ସୋନାଲିକା ସାହୁ ତିର୍ତ୍ତୋଲ ରେ ମ୍ୟାଟ୍ରିକ ଟପର୍। ଭବିଷ୍ୟତରେ ଡ଼ାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରକାଶ ପାଇଛି ମେଟ୍ରିକ୍ ରେଜଲ୍ଟ ରେ ଏଥିରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ରେ ୫୫୪ନମ୍ୱର୍ ରଖି ବ୍ଲକ ରେ ଟପର୍ ହେଇଛନ୍ତି ସୋନାଲିକା ସାହୁ। ସେ...

ମା ନାରାୟଣୀ ପୀଠରେ ଯଜ୍ଞ

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ମଣିଜଙ୍ଗା ପଂଚାୟତ ସୁଜାଉଦିନି ନଗର ପାଟଣା ଠାରେ ମା ନାରାୟଣୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ଗ୍ରାମର ମହିଳା ଓ...

ଗୋପବନ୍ଧୁ ଚୌଧରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର,: ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଜେ...

ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

ଜଗତସିଂହପୁର,/ତିର୍ତୋଲ: ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ...

ତିର୍ତୋଲ ରେ ଅସ୍ମିନୀ ଦାସ (କୁନା ) ହିଁ ଏକମାତ୍ର ଯୋଗ୍ୟ ପ୍ରାର୍ଥୀ

ତିର୍ତୋଲ :ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକରେ କିଏ ହେବ ତିର୍ତୋଲ ବ୍ଲକ ର ବିଜେଡି ସଭାପତି, ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି, ବହୁ କର୍ମୀ ଓ...

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ...

ବିଜୁ ଜନତା ପକ୍ଷରୁ ଜିଲ୍ଲା ଏସ୍ପି ଅଫିସ କାର୍ଯଳୟ ଘେରାଉ

ମହିଳା ଅଧିକାରୀ ଙ୍କୁ ନ୍ୟାୟ ଦାବୀ ରେ ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ଙ୍କ ନେତୃତ୍ୱ ରେ ଜିଲ୍ଲା ଏସ ପି ଅଫିସ କାର୍ଯାଳୟ ଘେରାଉ କଲେ...

ସାଇବର ନିୟମ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସରଲା ଦାସ ସ୍ନାତକ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସାଇବର ନିୟମ ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର...

ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉତେଜନା

ଚିକିତ୍ସା ପାଇଁ ଆସିଥିବା ପ୍ରସୂତି ମହିଳାଙ୍କ ମୃତ୍ୟୁ କୁ ନେଇ ଉତେଜନା । ମେଡିକାଲ ଆଗରେ ମୃତ ଦେହକୁ ରଖି ଧାରଣା ରେ ମୃତକଙ୍କ ସମ୍ପର୍କୀୟ ।...

ଜିଲ୍ଲା ରେ ଉଦଘାଟିତ ହେଲା ଖେଲୋ ଇଣ୍ଡିଆ କେନ୍ଦ୍ର

ଜଗତସିଂହପୁର, ଆଜି ମଣି ଚରଣ ଶାରଳା ଏକାଡେମୀ, ତିର୍ତ୍ତୋଲ ଜଗତସିଂହପୁରଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ - ଖୋ କୁ ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ...